ଡ଼. ଆର୍ ସି ସାମନ୍ତରାୟ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆନୁକୁଲ୍ୟରେ କେପିଏଲ୍ ସିଜନ୍ ଫୋର୍ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ
ଗଣିଆ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋରପ୍ରସାଦ ଗ୍ରାମପଞ୍ଚାୟତ ଅଧୀନ ଡ଼.ଆର୍ ସି ସାମନ୍ତରାୟ ମହାବିଦ୍ୟାଳୟ କ୍ରୀଡ଼ାଙ୍ଗନରେ ସୋମବାର ପୂର୍ବାହ୍ନ ୯ ଘଟିକା ସମୟରେ...







