ବନ୍ଧା ହେଲେ ପୂର୍ବତନ ମନ୍ତ୍ରୀ ଏମ.ମଣିକନ୍ଦନ, ମାଲେସିଆ ମହିଳାଙ୍କୁ ଦୁଷ୍କର୍ମ ସହ ଗର୍ଭପାତ ନଷ୍ଟ କରିଥିଲେ
ଚେନ୍ନାଇ, (ବାଘୁଆବାର୍ତ୍ତା): ମାଲେସିଆର ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ଏମ ମଣିକନ୍ଦନଙ୍କୁ ଗିରଫ କରାଯାଇଛି । ଚେନ୍ନାଇ ପୋଲିସ...







