Tuesday, December 16, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଳା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ , ଛାତ୍ର ଛାତ୍ରୀ ଙ୍କୁ ଦିଆଗଲା ଜଙ୍ଗଲ ଓ ଖାଦ୍ୟ ବିଷୟ ରେ ଶିକ୍ଷା

by ସଞ୍ଜୟ ସ୍ୱାଇଁ
March 21, 2025
in State
ଜିଲ୍ଳା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ , ଛାତ୍ର ଛାତ୍ରୀ ଙ୍କୁ ଦିଆଗଲା ଜଙ୍ଗଲ ଓ ଖାଦ୍ୟ ବିଷୟ ରେ ଶିକ୍ଷା
61
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ୱାଇଲ୍ଡ ଲାଇଫ ଡିଭିଜନ ତରଫରୁ ସାତଭଉଣୀ ଠାରେ ବିଶ୍ଵ ବନ ଦିବସ ପାଳିତ ହୋଇଚି । ଏହି ଅବସର ରେ ସାତଭଉଣୀଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଚି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ କୁମାର ସାହୁ , ଜିଲ୍ଲା ଶିକ୍ଷାଧିକାରୀ ରାଜେନ୍ଦ୍ର ନାୟକ , ଅତିରିକ୍ତ ଜିଲ୍ଲା କଞ୍ଜର୍ଭେଟର ମଧୁସ୍ମିତା ଦାସ ଙ୍କ ସହ ରେଞ୍ଜର ପିତାମ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସର ରେ 5 ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ପରିବେଶ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।

ଛାତ୍ର ଛାତ୍ରୀ ଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ କରାଯାଇଥିଲା । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ 21 ତାରିଖ କୁ ବିଶ୍ଵ ବନ ଦିବସ ଭାବେ ପାଳନ ହୋଇଚି । ଏହି ଅବସର ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ଦିଗ ରେ ସଚେତନ କରାଯାଇଛି । ପରିବେଶ ସୁରକ୍ଷା ଦିଗ ରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ଆହ୍ୱାନ ଦିଆଯାଇଛି । ତେବେ ପରିବେଶ ସୁରକ୍ଷା ଦିଗ ରେ ଶିକ୍ଷା ବିଭାଗ ମଧ୍ୟ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଥିବା କହିଚନ୍ତି ଜିଲ୍ଲା ଶିକ୍ଷାଧିକାରୀ । ବିଦ୍ୟାଳୟ ଗୁଡ଼ିକ ରେ ବୃକ୍ଷ ରୋପଣ ପାଇଁ ପ୍ରୋତ୍ସାହିତ କରାଯାଉଛି । ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ବୃକ୍ଷ ରୋପଣ ପାଇଁ ଶିକ୍ଷା ବିଭାଗ ସଚେତନ କରୁଛି । ଜିଲ୍ଲା ବନାଞ୍ଚଲ୍ ବନଖଣ୍ଡ ଅଧିକାରୀ କହିଚନ୍ତି ଯେ ବିଶ୍ଵ ତପାୟନ୍ ରୋକିବା ପାଇଁ ପରିବେଶ ସହ ବୃକ୍ଷ ସୁରକ୍ଷା ଓ ବୃକ୍ଷ ରୋପଣ ର ନିହାତି ଆବଶ୍ୟକ । ଏଥର ର ଥିମ୍ ରହିଛି ଜଙ୍ଗଲ ଓ ଖାଦ୍ୟ । ସଚେତନତା ଠିକ୍ ଭାବେ କାର୍ଯ୍ୟକାରୀ ହେବା ନିହାତି ଆବଶ୍ୟକ ରହିଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!