Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନବିଭାଗକୁ ସଫଳତା, ଗଛକାଟି ଗିରଫ ହେଲେ ୨

by ସଞ୍ଜୟ ସ୍ୱାଇଁ
July 13, 2021
in Crime, State
ବନବିଭାଗକୁ ସଫଳତା, ଗଛକାଟି ଗିରଫ ହେଲେ ୨
46
VIEWS
Share on FacebookShare on Twitter

ଆନନ୍ଦପୁର,(ବାଘୁଆବାର୍ତ୍ତା): ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ରାମଚନ୍ଦ୍ରପୁର ସେକ୍ସନ୍ ଅଧିନ ପଟିଲୋ ସଂରକ୍ଷିତ ଜଙ୍ଗଲରେ ଗଛ କାଟୁଥିବା ସମୟରେ ୨ ଅଭିଯୁକ୍ତଙ୍କୁ କାବୁକରିବାରେ ସଫଳ ହୋଇଛି ବନବିଭାଗ । ଦୁଇ ଅଭିଯୁକ୍ତ ସ୍ଥାନୀୟ ଦାନ୍ତିଆ ଗ୍ରାମର ମଳୟ ମଲ୍ଲିକ୍ ଓ ଗଡବାନ୍ଦୋଗଡା ଗାଁର ଭ୍ରମବରବର ମୁଣ୍ଡା । ଦୀର୍ଘଦିନ ହେବ ଏମାନେ ମୁଲ୍ୟବାନ ଗଛକାଟି ବ୍ୟବସାୟ କରୁଥିବାବେଳେ ବନବିଭାଗ ଆଖିରେ ଧୁଳିଦେଇ ଖସି ପଳାଉଥିଲେ । ହେଲେ ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଚଡାଉ ପରେ ବନବିଭାଗ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା କହିଛନ୍ତି ଫରେଷ୍ଟର ମଳୟ ସାହୁ । ଅଭିଯୁକ୍ତ କାଟିଥିବା ମୁଲ୍ୟବାନ ଗଛ ସହ ଗଛକଟାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!