Thursday, June 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉଲଗ୍ନ ହୋଇ ଫଟୋ ଉଠାଇବା ମହିଳା ଗିରଫ୍

by ସଞ୍ଜୟ ସ୍ୱାଇଁ
April 6, 2021
in NATIONAL NEWS
ଉଲଗ୍ନ ହୋଇ ଫଟୋ ଉଠାଇବା ମହିଳା ଗିରଫ୍
1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଖୋଲା ଦେହକୁ ଆବରଣ କରିବା ପାଇଁ ପୋଷାକ ପିନ୍ଧୁଥିବା ବେଳେ କେତେକ ମହିଳା ଉଲଗ୍ନ ହୋଇ ଫଟୋ ଉଠାଇ ଗିରଫ୍ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଦୁବାଇରେ । ସୂଚନାନୁସାରେ, ଦୁବାଇର ଏକ ବାଲକୋନି ଉପରେ ୪୦ଜଣ ମହିଳା ଏକାଠି ହୋଇ ଫଟୋ ଉଠାଉଥିଲେ । ତାହା ପୁଣି ଉଲଗ୍ନ ଅବସ୍ଥାରେ । ଏହା ଦୁବାଇ ପୁଲିସ ନଜରରେ ପଡିଥିଲା । ଯାହାଫଳରେ ଦୁବାଇ ପୁଲିସ ଆକ୍ସନମୁଡରେ ଆସି ୪୦ଜଣ ମହିଳାଙ୍କୁ ଥାନା ନେଇଥିଲା । ଏଭଳି ଉଲଗ୍ନ ହୋଇ ସର୍ବସାଧାରଣଙ୍କୁ ପଥ ଭ୍ରଷ୍ଟ କରୁଥିବା ନେଇ ଥାନାକୁ ନେଇ ୪୦ଜଣଙ୍କ ମଧ୍ୟରୁ ୧୧ଜଣ ମହିଳାଙ୍କୁ ସର୍ବସାଧାରଣ ଭ୍ରଷ୍ଟ ଆଚରଣ କରିବା ଅଭିଯୋଗରେ ଗିରଫ୍ କରିଛି ଦୁବାଇ ପୁଲିସ । ଗିରଫ ହୋଇଥିବା ମହିଳାଙ୍କୁ ଏବେ ୬ମାସର ଜେଲ ଦଣ୍ଡ ଓ ବଡ ରକମର ଜରିମାନା ଭୟ ଘାରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!