Saturday, May 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ

by ସଞ୍ଜୟ ସ୍ୱାଇଁ
May 19, 2025
in Crime, State
ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ
41
VIEWS
Share on FacebookShare on Twitter

ତିହିଡି, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟିପିଟି ମାରିଦେଲା ସୈତାନ ସ୍ୱାମୀ । ମୃତ ମହିଳା ଜଣକ ବାଂଶଡା ଥାନା ଅନ୍ତର୍ଗତ ବାଂଶଡା ଗ୍ରାମର ଉର୍ବଶୀ ଦାସ(ମାମି) ଏବଂ ହତ୍ୟାକାରୀ ସ୍ୱାମୀ ସାପ କାତିଆ ଗ୍ରାମର ଅଲେଖ ଦାସଙ୍କ ପୁତ୍ର ପପୁ ଦାସ(୪୦) ବୋଲି ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଥା ପୀରହାଟ ଥାନା ଅନ୍ତର୍ଗତ ବାରସର ପଞ୍ଚାୟତ ଅଧିନରେ ଥିବା ସାପ କାତିଆ ଗ୍ରାମରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ସାପ କାତିଆ ଗ୍ରାମର ଅଲେଖ ଦାସଙ୍କ ପୁତ୍ର ପପୁ ଦାସ, ବାଂଶଡା ଗ୍ରାମର ଉର୍ବଶୀ ଦାସଙ୍କୁ ବିବାହ କରିଥିଲେ । ଉଭୟଙ୍କର ୭ ବର୍ଷର ଏକ ଝିଅ ଓ ୩ ବର୍ଷର ଏକ ପୁଅ ଅଛି । ରବିବାର ବିଳମ୍ବିତ ରାତିରେ ସୈତାନ ସ୍ଵାମୀ ପପୁ ଘରୋଇ କଳିକୁ ନେଇ ପତ୍ନୀ ଉର୍ବଶୀଙ୍କୁ ପିଟି ପିଟି ମାରି ଦେଇଥିଲେ। ଏହା ଦେଖି ଗାଁଲୋକେ ପୀରହାଟ ଥାନାକୁ ଖବର ଦେଇଥିଲେ । ପୀରହାଟ ପୋଲିସ ଘଟଣା ସ୍ଥଳକୁ ଯାଇ ଖସି ପଳାଉ ଥିବା ସ୍ୱାମୀ ପପୁ ଦାସଙ୍କୁ କାବୁ କରି ଥାନାରେ ଅଟକ ରଖିଛି। ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

ଦୋକାନରେ ଅଗ୍ନିକାଣ୍ଡ: ଦେହରେ ନିଆଁ ଲାଗି ବୟସ୍କ ସ୍ୱାମୀ ସ୍ତ୍ରୀ ଗୁରୁତର

May 1, 2026
ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬: ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ

May 1, 2026
ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

May 1, 2026
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!