Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନୈତିକ ସଂପର୍କ ଥିବା ସନ୍ଦେହ : ପତ୍ନୀର ଗୁପ୍ତାଙ୍ଗ ସିଲେଇ କରିଦେଲା ସ୍ବାମୀ

by ସଞ୍ଜୟ ସ୍ୱାଇଁ
March 21, 2021
in Feature News
ଅନୈତିକ ସଂପର୍କ ଥିବା ସନ୍ଦେହ : ପତ୍ନୀର ଗୁପ୍ତାଙ୍ଗ ସିଲେଇ କରିଦେଲା ସ୍ବାମୀ
699
VIEWS
Share on FacebookShare on Twitter

ଲକ୍ଷ୍ନୌ,(ବାଘୁଆବାର୍ତ୍ତା):  ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଘଟିଛି ଏକ ଅଜବ ଘଟଣା। ପତ୍ନୀର ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ସ୍ବାମୀ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱସ୍ତତା ପରୀକ୍ଷା କରିବା ଆଳରେ ସ୍ବାମୀ ପତ୍ନୀର ଗୁପ୍ତାଙ୍ଗ ସିଲେଇ କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଅଜବ ଘଟଣା ଘଟିଛି ରାମପୁର ଜିଲ୍ଲାର ମିଲକ ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଅନୈତିକ ସଂପର୍କ ନେଇ ସନ୍ଦେହ ଥିବାରୁ ଅଭିଯୁକ୍ତ ସ୍ବାମୀ ପତ୍ନୀକୁ ବିଶ୍ୱସ୍ତତା ପରୀକ୍ଷା କରିବାକୁ କହିଥିଲା। ପତ୍ନୀ ରାଜି ହେବା ପରେ ଅଭିଯୁକ୍ତ ପୀଡ଼ିତାର ହାତ ଓ ଗୋଡ଼ ବାନ୍ଧି ଆଲୁମିନିୟମ ସୂତାରେ ପତ୍ନୀର ଗୁପ୍ତାଙ୍ଗ ସିଲେଇ କରିବା ସହ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହା ପରେ ପୀଡ଼ିତା ନିଜ ମା’ଙ୍କୁ ଏହି ଘଟଣା ବିିଷୟରେ ଜଣାଇବା ପରେ ତାଙ୍କ ମା’ ଘରେ ପହଞ୍ଚି ପୀଡ଼ିତାଙ୍କୁ ଡାକ୍ତରଖାନା ନେଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ମା’ ମିଲକ ପୁଲିସ ଷ୍ଟେସନ‌ରେ ଅଭିଯୁକ୍ତ ଜ୍ବାଇଁ ବିରୋଧରେ ଏତଲା ଦେବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!