ରଣପୁର, (ବାଘୁଆବାର୍ତ୍ତା) :ସୋମବାର ବିଳମ୍ବିତ ରାତିରେ ରାଜସୁନାଖଳା ଫାଣ୍ଡି ପୋଲିସ ଜଣେ ପୁରୁଣା ୱାରଣେ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି l ୱାରଣେ୍ଟି ଜଣଙ୍କ ହଲେେ ରାଜସୁନାଖଳା ନୁରସିଂହପୁର ଟାଙ୍ଗୀସାହି ର ପ୍ରଫୁଲ ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନ (36)l ସଞ୍ଜୟ ଙ୍କ ନାମରେ ଏକାଧିକ ମାମଲା କୋର୍ଟ ରେ ବିଚାରଧୀନ ଥିବା ବଳେେ ରଣପୁର ଥାନା କଶେ ନମ୍ବର ଏସ. ଟି 38/4ରେ କୋୖର୍ଟ ତାରିଖ ରେ ହାଜର ହେଉନଥିଲେ ସଞ୍ଜୟ l ତବେେ ତାଙ୍କ ନାମରେ ବହୁତ ସଂଗୀନ ଦଫାରେ ମାମଲା ରହିଥିଲା ବୋଲି ସୂଚନା ଦେଇଛନ୍ତି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଭୀମସନେ ମଲ୍ଲିକ l






