Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଦ୍ରକ ଜିଲ୍ଲା ଅନ୍ତ କ୍ଳବ ଦିବା ରାତ୍ର ଭଲି ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
November 7, 2021
in Sports, State
ଭଦ୍ରକ ଜିଲ୍ଲା ଅନ୍ତ କ୍ଳବ ଦିବା ରାତ୍ର ଭଲି ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
58
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ ତରଫରୁ ଅନ୍ତ କ୍ଳବ ଦିବା ରାତ୍ର ଭଲି ବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଓଲଙ୍ଗ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅନ୍ତ କ୍ଳବ ଟୁର୍ଣ୍ଣାମେଣ୍ଟ ଟିକୁ ଓଲଙ୍ଗ ଗ୍ରାମ ପଞ୍ଚାୟତ ଆୟୋଜନ କରିଛନ୍ତି। ଏହି ଦିବା ରାତ୍ର ଟୁର୍ଣ୍ଣା ମେଣ୍ଟ ରେ ଭଦ୍ରକ ଜିଲ୍ଲାର ୧୨ଟି କ୍ଳବ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜଗନ୍ନାଥ ସ୍ୱାଇଁ, ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ ର ସମ୍ପାଦକ ଧୀରେନ ପଳେଇ, ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତି, ପୂର୍ବତନ ସରପଞ୍ଚ ତଥା କ୍ରୀଡ଼ାବିତ ଯୁବ ସମାଜ ସେବୀ ଅକ୍ଷୟ ପ୍ରସାଦ ମହାନ୍ତି ଙ୍କ ସମେତ ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆସୋସିଏସନ ପକ୍ଷରୁ ପୂର୍ବତନ ଖେଳାଳୀ ଙ୍କ ସହ ଅୟୋଜକ ଓଲଙ୍ଗ ପଂଚାୟତ ର ସରପଞ୍ଚ ଦେବୀଦତ୍ତା ମହାନ୍ତି ଓ କ୍ରୀଡ଼ାବିତ ତଥା ଯୁବ ସମାଜ ସେବୀ ଅକ୍ଷୟ ପ୍ରାସାଦ ମହାନ୍ତି ଙ୍କୁ ସଂମ୍ମାନୀତ କରାଯାଇଥିଲା । ଶେଷରେ ଫ।ଇନାଲ ମ୍ୟାଚ ରେ ମନ୍ଦରୀ ଓ ସୂର୍ୟ୍ୟସିଖା ମଧ୍ୟରେ କଡା ଟକ୍କର ରେ ମନ୍ଦରୀ ଟିମ ବିଜୟୀ ହୋଇଥିଲା, ମୁଖ୍ୟ ଅତିଥି ସଂଜୀବ ମଲ୍ଲିକ ଓ ଜଗନ୍ନାଥ ସ୍ୱାଇଁ ବିଜୟୀ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାଚ ଟି କୁ ଦେଖି ଦର୍ଶକ ମାନେ ଭରପୁର ଆନନ୍ଦ ଉଠାଇଥିଲେ । ତେବେ ଅଗାମୀ ଦିନରେ ରାଜ୍ୟ ସ୍ତରୀୟ ଭଲି ବଲ ପ୍ରତିଯୋଗିତା ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ଅଥଲେଟିକ ଆସୋସିଏସନ ର ସମ୍ପାଦକ ଧୀରେନ ପଳେଇ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!