Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଲିବଲ୍ ଖେଳାଳୀ ଚୟନ ପ୍ରକିୟା ଶେଷ

by ସଞ୍ଜୟ ସ୍ୱାଇଁ
November 21, 2019
in Sports, State
25
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାରର୍ତ୍ତା): ଓଡ଼ିଶା ଭଲିବଲ୍ ଆସୋସିଏସନ୍ ଦ୍ୱାରା ପାରାଦୀପଠାରେ ୨୩ରୁ ୨୬ ଯାଏଁ ଅନୁଷ୍ଠିତ ହେବାକୁ ଥିବା ୬୮ତମ ସିନିୟର ଆନ୍ତଃଜିଲ୍ଲା ଭଲିବଲ୍ ପୁରୁଷ ମ୍ୟାଚରେ ଯୋଗ ଦେବା ପାଇଁ ନୟାଗଡ଼ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଦ୍ୱାରା ସ୍ଥାନୀୟ କେ.ସି କ୍ଲବଠାରେ ପରିଚାଳିତ ଜିଲ୍ଲା ଭଲିବଲ୍ ଖେଳାଳୀ ଚୟନ ପ୍ରକିୟା ଶେଷ ହୋଇଛି । ଅନ୍ତିମ ଚୟନରେ ସର୍ବମୋଟ ୧୨ ଜଣ ଖେଳାଳୀ ମନୋନୀତ ହୋଇଥିବା ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ ସଂପାଦକ ଅଶେଷ କୁମାର ଦାଶ ସୂଚନା ଦେଇଛନ୍ତି । ଏହି ଖେଳାଳୀ ଚୟନ ପ୍ରକିୟାରେ ଆସୋସିଏସନ୍ ଉପସଭାପତି ଗନୁ ଦାଶ, ଯୁଗ୍ମ ସଂପାଦକ ରାମକୃଷ୍ଣ ରଥ, ବିନାୟକ ପ୍ରସାଦ ରାଓ ପ୍ରମୂଖ ସାମିଲ ହୋଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!