Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛୋଟ ଛୁଆଁଙ୍କ ଚିକିତ୍ସା ପାଇଁ ସହଯୋଗ ଲୋଡିଲେ ବିବେକ

by ସଞ୍ଜୟ ସ୍ୱାଇଁ
May 30, 2021
in Health, NATIONAL NEWS
ଛୋଟ ଛୁଆଁଙ୍କ ଚିକିତ୍ସା ପାଇଁ ସହଯୋଗ ଲୋଡିଲେ ବିବେକ
91
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ମହାମାରୀ କରୋନା କାଳରେ ଲୋକଙ୍କ ସହାୟତା ମାଗିଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ । ହେଲେ ସେ ନିଜ ପାଇଁ ନୁହେଁ କ୍ୟାନ୍‌ସର ପୀଡିତ ଛୁଆଙ୍କ ପାଇଁ ଏହି ସହାୟତା ଲୋଡିଛନ୍ତି । କରୋନା ମହାମାରୀ ଭିତରେ ପୂର୍ବରୁ ଅନେକ ଲୋକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଲା କ୍ୟାନ୍‌ସର । ଏବେ ଏହି ରୋଗ ସହ ଳଢ଼ୁଥିବା ଛୋଟ ଛୋଟ ଛୁଆଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଅଭିନେତା ବିବେକ ଓବରୟ । ନିକଟରେ ସୋଶାଲ ମଡିଆରେ ବିବେକ ଏକ ଭିଡିଓ ସେଆର କରିଛନ୍ତି । ଏଥିରେ ସେ କହିଛନ୍ତି, ‘କ୍ୟାନ୍‌ସର ସହ ଲଢ଼ୁଥିବା ୩୦୦୦ ଆବଶ୍ୟକୀୟ ପିଲାଙ୍କ ପାଇଁ ସେ ଖାଦ୍ୟ ପହଁଚାଇବାକୁ ଚାହୁଁଛନ୍ତି । ଏହି ସମୟରେ ସେ ଫଣ୍ଡରେଜ ଜରିଆରେ ଲୋକଙ୍କ ସହାୟତା ମଧ୍ୟ ମାଗିଛନ୍ତି । ଯଦି ଜଣେ ଲୋକ ୧ ହଜାର ଟଙ୍କା ବି ଦାନ କରନ୍ତି ତେବେ ସେଥିରୁ ଜଣେ କ୍ୟାନ୍‌ସର ପୀଡିତ ଶିଶୁର ମାସକର ଖାଦ୍ୟ ଯୋଗାଡ ହୋଇପାରିବ ।’ ବିବେକ ଆହୁରି କହିଛନ୍ତି, କ୍ୟାନ୍‌ସର ପେସେଣ୍ଟ ଆଡ୍ ଆସୋସିଏସନ୍ ଗତ ୫୨ ବର୍ଷ ଧରି କ୍ୟାନ୍‌ସର ଚିକିତ୍ସା ପ୍ରତି ନିଜ ଧ୍ୟାନ କେନ୍ଦ୍ରିତ କରିଆସୁଛି । ଚିକିତ୍ସା ବ୍ୟତୀତ ଏହା ସର୍ବଦା ରୋଗୀଙ୍କ ବିଷୟରେ ଚିନ୍ତା କରିଥାଏ । ଯେଉଁମାନେ କ୍ୟାନସର ରୋଗର ଚିକିତ୍ସା କରିବାରେ ଅସମର୍ଥ ସେମାନଙ୍କୁ ସହାୟତା ଯୋଗାଇବା ଏହି ସଙ୍ଗଠନର ମୂଳ ଲକ୍ଷ୍ୟ । ତେଣୁ ଆସନ୍ତା ୩ ମାସ ପାଇଁ ଆମେ କ୍ୟାନ୍‌ସର ରୋଗୀଙ୍କ ଲାଗି ଖାଦ୍ୟପେୟ ଯୋଗାଡ କରିବା ପାଇଁ ଚେଷ୍ଟା ଚାଳାଇଛୁ । କିନ୍ତୁ ଏହି କାମକୁ ଆମ ଏକା କରିପାରିବୁ ନାହିଁ । ତେଣୁ ଏଥିରେ ଆପଣଙ୍କ ସହଯୋଗ ଦରକାର ବୋଲି ବିବେକ ଲୋକଙ୍କୁ ନିବେଦନ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!