Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଣୋଇ ଭୁଜାଲି ଚୋଟରେ ଗଲା ଶଳା ଜୀବନ,୩ ଆହତ

by ସଞ୍ଜୟ ସ୍ୱାଇଁ
October 24, 2024
in Crime, State
ଖଣ୍ଡାରେ ହାଣିଲେ, ଟଙ୍କା ଓ ସୁନା ଗହଣା ଲୁଟ କଲେ
177
VIEWS
Share on FacebookShare on Twitter

ଚନ୍ଦକା, (ବାଘୁଆବାର୍ତ୍ତା): ରାଜଧାନୀ ଚନ୍ଦକା ସ୍ଥିତ ମେଣ୍ଢାଶାଳ ଅଞ୍ଚଳରେ ଚାଞ୍ଚଲ୍ୟ । ଭିଣୋଇର ଭୁଜାଲି ଚୋଟରେ ଗଲା ଶଳାର ଜୀବନ । ମୃତକ ହେଲେ ପ୍ରସନ୍ନ ବିଶ୍ବାଳ । ପ୍ରସନ୍ନଙ୍କ ବଡ ପୁଅ,ସାନପୁଅ ଆହତ ହୋଇଛନ୍ତି । ସେହିପରି ଅଭିଯୁକ୍ତ ଭିଣୋଇର ପୁଅ ମଧ୍ୟ ଆହତ ହୋଇଛନ୍ତି । ଆହତ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାର ରାତିରେ ୪ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । କେଉଁ କାରଣରୁ ଭିଣୋଇ ଏମିତି ରକ୍ତମୁଖା ହୋଇ ୪ ଜଣଙ୍କୁ ଆକ୍ରମଣ କରିଛି ତାର କାରଣ ଜଣାପଡିନି । ଅଭିଯୁକ୍ତକୁ ଅଟକ ରଖି ସାଇଣ୍ଟିକ୍‌ ଟିମ୍‌ ସହାୟତାରେ ଛାନଭିନ ଚଳାଇଛି ଚନ୍ଦକା ଥାନା ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!