କଳାହାଣ୍ଡି, (ବାଘୁଆବାର୍ତ୍ତା): ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟରେ ସାନଖଇରମାଲ ଗାଁ ର ଶତାଧିକ ଲୋକଙ୍କ ଫେରାଦ । ଭବାନୀପାଟଣା ସଦର ଥାନା ସାନଖଇରମାଲ ଗାଁ ରେ ଜଣେ ପରିବାର ଏଟ୍ରୋସିଟି ଆଇନ ଦୁର ଉପଯୋଗ କରି ଗାଁ ର ଅନେକଙ୍କ ବିରୋଧରେ ବାରମ୍ବାର ମିଥ୍ୟା କେଶ ଦାଏର ପ୍ରତିବାଦରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଫଳରେ ଲୋକ ଗାଁ ରେ ରହିବାକୁ ଭୟଭୀତ ଥିବା ପ୍ରକାଶ କରିଛନ୍ତି । ଏହି ମିଥ୍ୟା ଏଟ୍ରୋସିଟି କେଶ୍ ର ତଦନ୍ତ ପାଇଁ ଡ଼ିଆଇଜିଙ୍କୁ ଏସପି ଜରିଆରେ ଦାବି ଜଣାଇଛନ୍ତି ।






