Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି

by ସଞ୍ଜୟ ସ୍ୱାଇଁ
February 12, 2025
in Crime, State
ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି
102
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ରେମୁଣା ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି। ଭିଜିଲାନ୍ସ ଅଧିକାରୀଙ୍କ ହୋସ ଉଡାଇଦେଲା ଭଳି ବିଦ୍ୟାଧର ପତିଙ୍କ ସମ୍ପତ୍ତି। ଭିଜିଲାନ୍ସ କୋଟିଏ ଟଙ୍କାର ପୋଷ୍ଟାଲ ଜମା ସହ ଅଢ଼େେଇ କୋଟି ଟଙ୍କାର ଫ୍ଲାଟ ଠାବ କରିଛି । ଭିଜିଲାନ୍ସ ପକ୍ଷରୁ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ କାର୍ୟ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ ହୋଇଛି। ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି। ବାବୁଙ୍କ ଠାରୁ ୯୧୭ ଗ୍ରାମ ସୁନା ଜବତ କହୋଇଛି। ଏହାସହ ୧ କୋଟି ଟଙ୍କାର ପୋଷ୍ଟାଲ ଡିପୋଜିଟ ଓ ୨୦ ଲକ୍ଷ ଟଙ୍କାର ନଗଦ କାରବାର ହୋଇଥିବା ନେଇ ଯାଞ୍ଚ କରାଯାଉଛି। ସେହିପରି ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଏବଂ ଅନ୍ୟାନ୍ୟ ଜମା ଓ ପୁଞ୍ଜିନିବେଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ଭିଜିଲାନ୍ସ। ତେବେ ଶଳଶ୍ରୀ ବିହାରରେ ଥିବା ୧ କୋଟି ଟଙ୍କାର ଥ୍ରୀ-ବିଏଚକେ ଫ୍ଲାଟ ଏବଂ ବାଲେଶ୍ବର କୁରୁଡାରେ ଫ୍ଲାଠ ଠାବ ହୋଇଛି। ଭୁବନେଶ୍ବର ରୁଦ୍ରପୁରରେ ଥିବା ଦେଢ଼ କୋଟି ଟଙ୍କାର ଥ୍ରୀ-ବିଏଚକେ ଫ୍ଲାଟ, ଭେୁବନେଶ୍ବର ଓ ବାଲେଶ୍ବରରେ ଦୁଇଟି ପ୍ଲଟ ମଧ୍ୟ ଠାବ କରିଛି ଭିଜିଲାନ୍ସ। ଅନ୍ୟପକ୍ଷେ ଏକ ୪ଚକିଆ ଯାନ ସହ ଦୁଇଟି ଦୁଇ ଚକିଆ ଯାନ ଜବତ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!