Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ ସରପଞ୍ଚଙ୍କ ଘରେ ଆୟକର ଚଢ଼ାଉ

by ସଞ୍ଜୟ ସ୍ୱାଇଁ
December 21, 2022
in Crime, State
ପୂର୍ବତନ ସରପଞ୍ଚଙ୍କ ଘରେ ଆୟକର ଚଢ଼ାଉ
177
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ପୂର୍ବତନ ତିହିଡି ଗୁଆମାଳର କୋଟିପତି ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ଡାହାଣୀଗଡିଆ ସ୍ଥିତ ବାସଭବନ ସହିତ ଆପୋଲୋ ଟାୟାର ସୋ ରୁମରେ ଚାଲିଛି ଚଢ଼ାଉ ପୂର୍ବତନ ସରପଞ୍ଚଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ଆଜି ସକାଳୁ ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ଭଦ୍ରକ ସ୍ଥିତ ଡାହାଣୀଗଡିଆ ବାସଭନରେ ଓ ଆପୋଲୋ ଟାୟାର ଶୋରୁମ୍ ରେ ଆୟକର ବିଭାଗର ଚଢାଉଜାରି । ଆୟ ବହର୍ଭୂତ ସମ୍ପତ୍ତି ମାମଲାରେ ଆୟକର ବିଭାଗ ପକ୍ଷରୁ ଆଜି ଚଢ଼ାଉ କରୁଛନ୍ତି । ପ୍ରଦୀପ ପଣ୍ଡା ଗୁଆମାଳ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ଏବେ ୬ନମ୍ବର ଜୋନ ର ଜିଲ୍ଲା ପରିଷଦ ପାର୍ଥିନୀ ମଧ୍ୟ ତାଙ୍କ ଭାଉଜ ଅଛନ୍ତି । ଖବର ସଂଗ୍ରହ ପର‌୍ୟ୍ୟନ୍ତ ଚଢ଼ାଉ ଚାଲିଥିଲା । ଚଢ଼ାଉ ପରେ ସମ୍ପୂର୍ଣ ତଥ୍ୟ ଦେବେ ବୋଲି କହିଛନ୍ତି ଅଧିକାରି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!