ପୁରୀ, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ସବ୍ ରେଜିଷ୍ଟ୍ରାର ଅଫିସର ମୁଖ୍ୟ କିରାଣୀ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମୁଖ୍ୟ କିରାଣୀ ରଘୁନାଥ ବିଷୋୟୀ କ୍ଷମତା ପତ୍ର ଦଲିଲ୍ ସମ୍ପାଦନା ପାଇଁ ଲାଞ୍ଚ ନେଉଥିଲେ । ଗିରଫ ମୁଖ୍ୟ କିରାଣୀ ପୂର୍ବରୁ ମଧ୍ୟ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।





