ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି। ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ପ୍ରସୂତି କାଳୀନ ଛୁଟିର ଟଙ୍କା ମଞ୍ଜୁର ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ। କିରାଣିଙ୍କ ପରିଚୟ ସରୋଜ କାନ୍ତ ନାୟକ। ସେ ଝାରସୁଗୁଡ଼ା ଜିଲ୍ଲା କିର୍ମିରେ ବିଇଓ ଅଫିସ୍ର ସିନିଅର କ୍ଲର୍କ ଭାବେ କାର୍ୟ୍ୟରତ ଥିଲେ।





