ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିପିଏମ୍ । ଭିଜିଲାନ୍ସ ଜାଲରେ ବିଶୋଇ ବ୍ଲକରେ ଥିବା ବିପିଏମ୍ ଲକ୍ଷ୍ମଣ ବିଶ୍ୱାଳ ଓ କୋଅର୍ଡିନେଟର ପ୍ରଦ୍ୟୁକ୍ତି ରଞ୍ଜନ ଭୂୟାଁ । ଚାକିରି କରାଇବା ପାଇଁ ଜଣେ ମହିଳାଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।





