ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ଏଏସଆଇ । ଭିଜିଲାନ୍ସ କବଜାରେ ସହିଦନଗର ଥାନା ଏଏସଆଇ । ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ମମତା ବସ୍ତିଆ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲା । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପୁରୁଣା ମାମଲାରୁ ଅଭିଯୁକ୍ତଙ୍କ ନାଁ କାଟିଦେବାକୁ ସେ ଲାଞ୍ଚ ନେଉଥିଲେ ।





