Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୁ ବାହାରିଲା ନଗଦ ଲକ୍ଷାଧିକ ଟଙ୍କା

by ସଞ୍ଜୟ ସ୍ୱାଇଁ
July 20, 2021
in Crime, State
ଘରୁ ବାହାରିଲା ନଗଦ ଲକ୍ଷାଧିକ ଟଙ୍କା
192
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୁବେର ଯନ୍ତ୍ରୀ। ବାଲେଶ୍ୱର ଓ ମୟୂରଭଞ୍ଜ ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଯନ୍ତ୍ରୀଙ୍କ ଅଫିସ୍‌, ସରକାରୀ ଆବାସ, ପୈତୃକ ଘର ଓ ଶ୍ୱଶୁର ଘରେ ଚଢ଼ଉ କରିଛି। ଚଢ଼ଉ ସମୟରେ ନଗଦ ଲକ୍ଷାଧିକ ଟଙ୍କା ଓ ସୁନା ଜବତ ହୋଇଛି। ଆୟବହିର୍ଭୂତ ଠୁଳ ଅଭିଯୋଗରେ କୁଳିଅଣା ବ୍ଲକର ଆସିଷ୍ଟାଣ୍ଟ ଇଂଜିନିୟର ଧିରୟ ମାଝୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏଥିସହିତ ତାଙ୍କ ବାରିପଦା କାଳିକାପୁର ସ୍ଥିତ ନିଜ ବାସ ଭବନ, କୋଷ୍ଠାଠାରେ ଥିବା ପୈତୃକ ଘରେ, ବଡ଼ସାହି ବ୍ଲକ ଧାନଶୁଳଠାରେ ଥିବା ଶଶୁର ଘର ଓ ତାଙ୍କ କାର୍ୟ୍ୟାଳୟରେ ଏକ ସଙ୍ଗରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉ ସମୟରେ ଲକ୍ଷେରୁ ଅଧିକ ନଗଦ ଟଙ୍କା ଓ ଜବତ ହୋଇଛି। ଏହାଛଡ଼ା ବାରିପଦାରେ ଏକ ତିନି ମହଲା ଘର ଓ କୋଷ୍ଠାରେ ମାର୍କେଟ କମ୍ପ୍ଲେକ୍ସ ରହିଛି। ସେହିପରି ତାଙ୍କଠାରୁ ଅନେକ ଜମି ପଟ୍ଟା ଓ ପରିବାର ଲୋକଙ୍କ ନାଁରେ ଅନେକ ବ୍ୟାଙ୍କ ଆକାଉଣ୍ଟ ରହିଥିବା ଜଣାପଡ଼ିଛି। ବାଲେଶ୍ଵର, ମୟୂରଭଞ୍ଜ ଭିଜିଲାନ୍ସ ବିଭାଗର ଏକାଧିକ ଟିମ୍‌ ଏହି ଚଢଉରେ ସାମିଲ ହୋଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!