Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସନ୍ତାକାଲିଠୁ ନୟାଗଡ଼ରେ ୧୮ ରୁ ୪୪ ଵୟସ୍କଙ୍କ ପାଇଁ କୋଭିଡ୍ ଟୀକାକରଣ

by ସଞ୍ଜୟ ସ୍ୱାଇଁ
June 6, 2021
in Nayagarh
ନୟାଗଡ଼ରେ ଆଜିଠାରୁ ନାଇଟ କର୍ଫ୍ୟୁ  ଓ ୧୪୪ : ଜିଲ୍ଲାପାଳ
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସହରରେ ବାସ କରୁଥିବା ୧୮ ରୁ ଉର୍ଦ୍ଧ୍ବ ଵୟସ୍କଙ୍କ ଆସନ୍ତାକାଲି ଅର୍ଥାତ୍ ୭ଜୁନ୍ ଟୀକାକରଣ କରାଯିବ ବୋଲି ଜଣାଯାଇଛି । ନୟାଗଡ଼ ପୌାର ପରିଷଦ ମଧ୍ୟରେ ବାସ କରୁଥିବା ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ୍ ଟୀକା କରଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଡ. ପୋମା ଟୁଡୁ ସୂଚନା ଦେଇଛନ୍ତି । ଏଥି ପାଇଁ ଅନଲାଇନ ମାଧ୍ୟମରେ ହିତାଧିକାରୀଙ୍କୁ ନିଜର ନାମ ପଞ୍ଜୀକରଣ କରିବା ସହ ସ୍ଲଡ ବୁକିଂ କରାଇବା ବାଧ୍ୟତାମୂଳକ ଅଟେ । ପ୍ରାଥମିକ ପର୍ୟ୍ୟାୟରେ ଏହା ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଅଵସ୍ଥିତ କେନ୍ଦ୍ରରେ ଟୀକା ଦିଆଯିବ ପ୍ରଦାନ କରାଯିବ ବୋଲି ଜଣାଯାଇଛି ।। ସକାଳ ୯ଘଟିକା ଠାରୁ ଆରମ୍ଭ ହେଵ ଟୀକା କରଣ ସମୟ ଟୀକାକରଣ କାର୍ଯ୍ୟ ଆରମ୍ଭ ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!