ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଉତ୍ତରାଖଣ୍ଡ ଚମୋଲି ଅଞ୍ଚଳରେ ହୋଇଥିବା ହିସ୍ଖଳନରେ ବହୁ ଜନଜୀବନ ହାନୀ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୩ କୁ ବୃଦ୍ଧି ପାଇଥିବା ଜଣାପଡିଛି । ଅନେକ ଗାଁ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ଭୟଙ୍କର ପ୍ରଳୟ ହିସ୍ଖଳନ ହେବା ଫଳରେ ୨୦୪ ଜଣ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି ।





