Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁରୋ କପରେ ରୋନାଲ୍ଡୋଙ୍କ ଜଲୱା

by ସଞ୍ଜୟ ସ୍ୱାଇଁ
June 16, 2021
in Sports
ୟୁରୋ କପରେ ରୋନାଲ୍ଡୋଙ୍କ ଜଲୱା
63
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜକୁ ରେକର୍ଡ ବୁକରେ ସାମିଲ କରିଛନ୍ତି । ଚଳିତବର୍ଷ ୟୁରୋ କପରେ ହଙ୍ଗେରୀ ବିପକ୍ଷ ମ୍ୟାଚରେ ରୋନାଲ୍ଡୋ ଡବଲ ଗୋଲ ସ୍କୋର କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ହଙ୍ଗେରୀ ବିପକ୍ଷ ମ୍ୟାଚ ଜିତିବାକୁ ପର୍ତ୍ତୁଗାଲକୁ ଜୋରଦାର ସଂଘର୍ଷ କରିବାକୁ ପଡିଥିଲା । ହଙ୍ଗେରୀ ବିପକ୍ଷରେ ମ୍ୟାଚ ସରିବାର ୩ମିନିଟ୍ ପୂର୍ବରୁ ପର୍ତ୍ତୁଗାଲ କାଉଣ୍ଟର ଆଟାକ କରି ପ୍ରଥମ ଗୋଲ ଦେଇଥିଲା । ଏହାର ମାତ୍ର ଗୋଟିଏ ମିନିଟ ପରେ ରୋନାଲ୍ଡୋ ନିଜର ପ୍ରଥମ ତଥା ପର୍ତ୍ତୁଗାଲ ପକ୍ଷରୁ ଦ୍ୱିତୀୟ ଗୋଲ ଦେଇଥିଲେ । ଇଞ୍ଜୁରୀ ଟାଇମରେ ରୋନାଲ୍ଡୋ ପୁଣି ଆଉ ଗୋଟିଏ ଗୋଲ ଦେଇ ନିଜ ଟିମକୁ ୩-୦ସ୍କୋରରେ ବିଜୟୀ କରିଥିଲେ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!