Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସର୍ବସ୍ୱାନ୍ତ କଲା ଅନ୍ଲାଇନ୍ ଗେମ୍, ହରାଇଲେ ୯୧ ଲକ୍ଷ

by ସଞ୍ଜୟ ସ୍ୱାଇଁ
May 12, 2025
in Crime, State
ସର୍ବସ୍ୱାନ୍ତ କଲା ଅନ୍ଲାଇନ୍ ଗେମ୍, ହରାଇଲେ ୯୧ ଲକ୍ଷ
171
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଲୋଭ କରି ଅନଲାଇନ ଗେମରେ ହରାଇଲେ ୯୧ ଲକ୍ଷ । ଯାଜପୁର ଟାଉନ୍ ଥାନା ଚଇନପୁର ଅଞ୍ଚଳର ଧୀରେନ୍ଦ୍ର କୁମାର ନାୟକ ୯୧ ଲକ୍ଷ ଟଙ୍କା ହରାଇଛନ୍ତି । ୨୦୨୩ ମସିହାରେ ନିଜର ଟେଲିଗ୍ରାମକୁ ଆସିଥିବା ଲିଙ୍କ୍ ଜରିଆରେ ସେ ଖେଳ ଆରମ୍ଭ କରିଥିଲେ । ୫ଶହରୁ ୨ହଜାର ଲାଭ, ୨ହଜାରରୁ ୧୦ ହଜାର, ୧୦ ହଜାରରୁ ୫୦ ହଜାରର ଲାଭ ପରେ ସେ ଗେମର ଲୋଭରେ ପଡି ଯାଇଥିଲେ । ପରେ ଚାକିରି ଛାଡି ଘରର ଜମିବାଡି, ସୁନାଗହଣା ବିକ୍ରି କରିବା ସହ ଧାରଉଧାର କରି ଅନ୍ଲାଇନ ଗେମ୍ରେ ଟଙ୍କା ଲଗାଇ ଚାଲିଥିଲେ । ଏବେ ଗେମ୍ ପକ୍ଷରୁ ତାଙ୍କ ଏକାଉଣ୍ଟକୁ ବ୍ଲକ୍ କରି ଦିଆଯାଇଛି । ତେବେ ନ୍ୟାୟ ପାଇଁ କଟକ ଡିଜି ଅଫିସରେ ଅଭିଯୋଗ କରିବା ପରେ ତାଙ୍କୁ ଟାଉନ ଥାନରେ ଅଭିଯୋଗ କରିବାକୁ କୁହାଯାଇଥିଲା । କିନ୍ତୁ ୧୫ ଦିନ ହେବ ଯାଜପୁର ପୁଲିସ ପକ୍ଷରୁ ତାଙ୍କ ଅଭିଯୋଗ ରଖାଯାଉନଥିବାରୁ ସେ ଭାଙ୍ଗି ପଡିଛନ୍ତି । ଥାନା ଦୁଆରେ ଲକ୍ଷ ଲକ୍ଷ ଟଙ୍କା ଠକାମୀ ବ୍ୟାଙ୍କ ଟ୍ରାଞ୍ଜାକସନ୍ ଧରି ନ୍ୟାୟ ପାଇଁ ନେହୁରା ହେଉଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!