Saturday, October 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁକ୍ରେନକୁ ଆମେରିକାର ବଡ଼ ଧରଣର ମିଲିଟାରୀ ପ୍ୟାକେଜ

by ସଞ୍ଜୟ ସ୍ୱାଇଁ
November 5, 2022
in WORLD
ୟୁକ୍ରେନକୁ ଆମେରିକାର ବଡ଼ ଧରଣର ମିଲିଟାରୀ ପ୍ୟାକେଜ
163
VIEWS
Share on FacebookShare on Twitter

କିଭ୍‌, (ବାଘୁଆବାର୍ତ୍ତା): ୟୁକ୍ରେନକୁ ପୁଣି ଆମେରିକାର ବଡ଼ ଧରଣର ମିଲିଟାରୀ ପ୍ୟାକେଜ । ପ୍ରାୟ ୪୦୦ ନିୟୁତ ଡଲାର ମୂଲ୍ୟର ପ୍ୟାକେଜରେ ରହିଛି ଶକ୍ତିଶାଳୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲ, T-72 ଟ୍ୟାଙ୍କ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଡେପୁଟି ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ସାବ୍ରିନା ସିଂ କହିଛନ୍ତି ୟୁକ୍ରେନକୁ ୯୦ଟି T-72 ଟ୍ୟାଙ୍କ ଯୋଗାଇ ଦିଆଯିବ । ଏହି ପ୍ୟାକେଜରେ ବି ରହିଛି ୧ ହଜାର ୧୦୦ ଫୋନିକ୍ସ ଘୋଷ୍ଟ ଡ୍ରୋନ, ୪୦ଟି ଆର୍ମଡ ବୋଟ, ୨୫୦ଟି ଏମ ୧୧୧୭ ସାଞ୍ଜୁଆ ଯାନ ଇତ୍ୟାଦି । ସେପଟେ ସ୍ପେନ ବି ୟୁକ୍ରେନକୁ ହକ୍ ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ ଘୋଷଣା କରିଛି । ଉଭୟ ଆମେରିକା ଓ ସ୍ପେନର ଏହି ସହାୟତା ଋଷ ଲାଗି ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ଗତ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭ ପର ଠାରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନକୁ ଆମେରିକା ଯୋଗାଇଲାଣି ମୋଟ ୧୮ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର । ସେପଟେ ଋଷ ବିରୋଧରେ ପୁଣି ସତର୍କ ସୂଚନା ଜାରି କରିଛନ୍ତି ଗ୍ରୁପ-୭ ରାଷ୍ଟ୍ରଗୋଷ୍ଠୀ । ଯଦି କୌଣସି ପ୍ରକାର ଜୈବିକ, ରାସାୟନିକ ଓ ଆଣବିକ ଅସ୍ତ୍ର ବ୍ୟବହାର କରାଯାଏ ତେବେ ଏଥିଲାଗି ଋଷକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରୁପ-7 ରାଷ୍ଟ୍ରଗୋଷ୍ଠୀ । ମିସାଇଲ ମାଡରେ ଧ୍ବସ୍ତବିଧ୍ବସ୍ତ ୟୁକ୍ରେନର ଶକ୍ତି ଓ ଜଳଯୋଗାଣ ପ୍ରକଳ୍ପର ମରାମତି କରିବା ଦିଗରେ ପଦକ୍ଷେପ ନେଇଛି ଗ୍ରୁପ-7 ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!