Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଲକାନଗିରି ଜିଲାରେ ୨ ଯାଆଁଳା ଭାଇ ଟପ୍ପର

by ସଞ୍ଜୟ ସ୍ୱାଇଁ
May 3, 2025
in Education, State
ଆଜିଠୁ ମାଟ୍ରିକ୍ ଏସ୍‌ଏ-୨ ଫର୍ମ ପୂରଣ
4
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଟ୍ରିକ୍ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଦୁଇ ଯାଆଁଳା ଭାଇ ସମାନ ନମ୍ବର ରଖି ମାଲକାନଗିରି ଜିଲା ଟପ୍ପର ହୋଇଛନ୍ତି। କାଲିମେଳା ବ୍ଲକ୍ ଏମ୍.ଭି. ୭୯ସ୍ଥିତ ସାବେରୀ ଉଚ୍ଚ ବିଦ୍ୟାଳୟରେ ମୋହନ ଲେଙ୍କାଙ୍କ ଦୁଇ ଯାଆଁଳା ପୁଅ ଡନେଲ ଲେଙ୍କା ଓ ଡମ୍ବରୁ ଲେଙ୍କା ଉଭୟେ ୫୬୦ ଲେଖାଏ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି। ପ୍ରକାଶ ଥାଉ କି, ଚଳିତ ବର୍ଷ ମାଲକାନଗିରି ଜିଲାରେ ମୋଟ ୧୩୦ଟି ବିଦ୍ୟାଳୟରେ ୮୦୩୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିତ୍ଲେ। ସେଥିମଧ୍ୟରୁ ୭୭୫୦ ଜଣ ପାସ୍ ହୋଇଥିବା ବେଳେ ଜିଲାରେ ୯୬.୪୧ ପ୍ରତିଶତ ପାସ୍ ହୋଇଛନ୍ତି। ସେଥିମଧ୍ୟରେ ୧୨ ଜଣ ଏ-୧, ୪୬ ଜଣ, ଏ-୨, ୧୨୦ଜଣ ବି-୧, ୫୪୬ ଜଣ ବି-୨ରେ ପାସ୍ କରିଛନ୍ତି।

ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା

ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା

May 23, 2025
ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

May 23, 2025
କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

May 23, 2025
ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025
ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

May 23, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!