Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଦ ଘରେ ପଡ଼ିରହିଛି ଦୁଇ କ୍ଷତାକ୍ତ ମୃତଦେହ

by ସଞ୍ଜୟ ସ୍ୱାଇଁ
May 2, 2025
in State
ବନ୍ଦ ଘରେ ପଡ଼ିରହିଛି ଦୁଇ କ୍ଷତାକ୍ତ ମୃତଦେହ
181
VIEWS
Share on FacebookShare on Twitter

ଭେଡେନ, (ବାଘୁଆବାର୍ତ୍ତା): ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ଗ୍ରାମର ମଘା ଭୁଏ(୫୫)ଙ୍କ ଘର ଭିତରେ ମଘା ଓ ତାଙ୍କ ଗ୍ରାମର ତରଣୀ ବାଗ(୩୫)ଙ୍କ କ୍ଷତାକ୍ତ ମୃତଦେହ ପଡ଼ିରହିଛି। ଉଭୟଙ୍କ ମୃତ୍ୟୁ କେମିତି ହେଲା ତାହା ସନ୍ଦେହ ଘେରରେ ଅଛି। ଆକ୍ରମଣ ଓ ପ୍ରତି ଆକ୍ରମଣରୁ ଉଭୟଙ୍କ ମୃତ୍ୟୁ ହୋଇଥିବା କିଛି ଲୋକ କହୁଥିବା ବେଳେ ତରଣୀ ମଘା ଘରକୁ ଆସି ମଘାକୁ ହତ୍ୟା କରିବା ପରେ ଏହାଶୁଣି ମଘା ପରିବାର ଲୋକେ ତରଣୀକୁ ହତ୍ୟା କରିଥିବା ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି। ପୁଲିସ ଉଭୟ ଦିଗରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ତରଣୀ ଜଣେ ପେସାଦାର ଅପରାଧୀ ତା ନାଁରେ ଥାନାରେ ମାମଲା ଅଛି। ସେ ଦୀର୍ଘ ଦିନରୁ ଫେରାର ଥିଲା। ଆଜି ଗାଁରେ ମଦ ବେପାର କରୁଥିବା ମଘା ଘରକୁ ମଦ ପିଇବାକୁ ଯାଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ଲୋକେ କହୁଛନ୍ତି। ଆକ୍ରମଣ ଓ ପ୍ରତି ଆକ୍ରମଣରୁ ଉଭୟଙ୍କ ମୃତ୍ୟୁ ହୋଇଥିବା କିଛି ଲୋକ କହୁଥିବା ବେଳେ ତରଣୀ ମଘା ଘରକୁ ଆସି ମଘାକୁ ହତ୍ୟା କରିବା ପରେ ଏହାଶୁଣି ମଘା ପରିବାର ଲୋକେ ତରଣୀକୁ ହତ୍ୟା କରିଥିବା ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି। ପୁଲିସ ଉଭୟ ଦିଗରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତରଣୀ ଜଣେ ପେସାଦାର ଅପରାଧୀ ତା ନାଁରେ ଥାନାରେ ମାମଲା ଅଛି। ସେ ଦୀର୍ଘ ଦିନରୁ ଫେରାର ଥିଲା। ଆଜି ଗାଁରେ ମଦ ବେପାର କରୁଥିବା ମଘା ଘରକୁ ମଦ ପିଇବାକୁ ଯାଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ଲୋକେ କହୁଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!