Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ କୋଚଙ୍କୁ ଦଳରୁ ବିଦା କଲା BCCI

by ସଞ୍ଜୟ ସ୍ୱାଇଁ
April 17, 2025
in NATIONAL NEWS, Sports
୨ କୋଚଙ୍କୁ ଦଳରୁ ବିଦା କଲା BCCI
185
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): (ବାଘୁଆବାର୍ତ୍ତା): BCCI ନେଲା ବଡ଼ ପଦକ୍ଷେପ । ଗୌତମ ଗମ୍ଭୀରଙ୍କ ଘନିଷ୍ଠ ସହଯୋଗୀ ଏବଂ ଭାରତୀୟ କ୍ରିକେଟ ଦଳର ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କୁ ହଟାଇ ଦିଆଯାଇଛି । ଚଳିତବର୍ଷ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର ଗାଭାଷ୍କର ଟ୍ରଫି ସମୟରେ ଖରାପ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମରୁ ଲିକ୍ ହୋଇଥିବା ବିଷୟକୁ ଧ୍ୟାନରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି । ଅଭିଷେକ ନାୟାରଙ୍କ ବ୍ୟତିତ ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲ୍ଲୀପ ଏବଂ ପ୍ରଶିକ୍ଷକ ସୋହମ ଦେଶାଇଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି । ରିପୋର୍ଟ ଅନୁସାରେ ଦୁହେଁ ୩ ବର୍ଷରୁ ଅଧିକ ସମୟ ଧରି ଦଳ ସହ ଜଡିତ ଥିଲେ । ତେଣୁ ନିୟମ ଅନୁସାରେ ସେମାନଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯିବ । ତେବେ ଅଭିଷେକ ନାୟାର ଏବଂ ଦିଲ୍ଲୀପଙ୍କ ସ୍ଥାନରେ ଅନ୍ୟ କାହାକୁ ଅଣାଯିବ ନାହିଁ । କାରଣ ସିତାଂଶୁ କୋଟକ ପୂର୍ବରୁ ବ୍ୟାଟିଂ କୋଚ ଭାବେ ଦଳ ସହ ଅଛନ୍ତି । ତେବେ ସୋହମ ଦେଶାଇଙ୍କ ବଦଳରେ ଜଣେ ଖେଳାଳିଙ୍କୁ ନିଯୁକ୍ତି ଦିଆଯାଇପାରେ । ଆଡ୍ରିଆନ୍ ଲେ ରକ୍ସ ତାଙ୍କ ସ୍ଥାନ ନେଇ ପାରନ୍ତି । ବର୍ତ୍ତମାନ ସେ ଏବେ ଆଇପିଏଲର ପଞ୍ଜାବ କିଙ୍ଗସ ସହିତ ଜଡିତ ଅଛନ୍ତି । ଏ ନେଇ ବିସିସିଆଇ ପକ୍ଷରୁ କୌଣସି ଅନୁଷ୍ଠାନିକ ଘୋଷଣା କରାଯାଇନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!