Sunday, April 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା

by ସଞ୍ଜୟ ସ୍ୱାଇଁ
May 26, 2025
in State
ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା
78
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦିନକୁ ଦିନ ବଢ଼ି ଚାଲିଥିବା ସାଇବର ଅପରାଧରେ ବ୍ରକ ଲଗାଇବାକୁ ଓଡ଼ିଶା ପୋଲିସର ବଡ଼ ପ୍ରସ୍ତୁତି । ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା । ୩୪ ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରହିବେ ଜଣେ ଜଣେ ସାଇବର ଏକ୍ସପର୍ଟ । ସେପଟେ ସାଇବର ସୈତାନଙ୍କୁ ସାବାଡ଼ ପାଇଁ ଡିଜିପିଙ୍କ ଟ୍ରେନିଂ ପ୍ରୋଗ୍ରାମ । ୪ ଦିନ ପାଇଁ ସାଇବର ପାଠ ପଢ଼େଇବେ ଏକ୍ସପର୍ଟ । କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଡିଏସପି ରାଙ୍କର ଅଫିସରଙ୍କୁ ଦିଆଯିବ ଏହି ତାଲିମ । ୨୦୨୪ ମସିହାରେ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରୁ ମୋଟ ସାଢ଼େ ୬ ଲକ୍ଷ ଫୋନ କଲ ଆସିଛି । ଏହାସହ ସାଇବର ଥାନା ଓ ନିକଟସ୍ଥ ଥାନାରେ ହୋଇଥିବା ଅଭିଯୋଗର ତଥ୍ୟ ଅଲଗା । ଏଥିମଧ୍ୟରୁ ୩୮ ହଜାରରୁ ଅଧିକ ଲୋକେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ମୋଟ ୩୭୬ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡିଛି । ୩୭ କୋଟି ଟଙ୍କା ବ୍ଲକ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ମାତ୍ର ୪ କୋଟି ଟଙ୍କା ଫେରି ପାଇଛନ୍ତି ଲୋକେ । ସେହିପରି ଗତ ଏପ୍ରିଲ ମାସ ସୁଦ୍ଧା ୧୪ ହଜାର ଅଭିଯୋଗ ପାଇଛି ପୋଲିସ । ଯେଉଁଥିରେ ୧୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏଥିରେ ପୋଲିସ ମାତ୍ର ୧୨ କୋଟି ବ୍ଲକ କରି ପାରିଥିବା ବେଳେ, ଦେଢ କୋଟି ଟଙ୍କା ଫେରାଇଛି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!