Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରକ୍ ଓ ପିକଅପ ମୁହାଁମୁହିଁ ଧକ୍କା

by ସଞ୍ଜୟ ସ୍ୱାଇଁ
April 16, 2025
in Accident, State
ଟ୍ରକ୍ ଓ ପିକଅପ ମୁହାଁମୁହିଁ ଧକ୍କା
45
VIEWS
Share on FacebookShare on Twitter

ବସ୍ତା, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲରା ସ୍ଥିତ ବୁଲବୁଲ ଢ଼ାବା ନିକଟରେ ଟ୍ରକ୍ ଓ ପିକ ଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି। ଭେଲରା ଠାରୁ ଗୁଡିଖାଳ ଛକ ପର୍ଯ୍ୟନ୍ତ ରାଜପଥ ମରାମତି କାର୍ଯ୍ୟ ଯୋଗୁଁ ଗୋଟିଏ ରାସ୍ତା ବନ୍ଦ ରଖି ଗୋଟିଏ ରାସ୍ତାରେ ଉଭୟ ପଟୁ ଗାଡ଼ି ଚଳାଚଳ କରୁଛି ରାଜପଥ ବିଭାଗ। ତେବେ ସକାଳ ୬ଟା ସମୟରେ କଟକରୁ କଲିକତା ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ ନିଜର ଭାରସାମ୍ୟ ହରାଇ ସାମ୍ନାରୁ କଲିକତାରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ଟ୍ରକ ଓ ପିକ ଅପର ଦୁଇ ଡ୍ରାଇଭର ଗୁରୁତର ହୋଇଥିଲେ। ବସ୍ତା ପୁଲିସ ଏବଂ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଛନ୍ତି। ପୁଲିସ ଟ୍ରକ୍ ଓ ପିକ ଅପକୁ ଅଟକ ରଖି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ଭେଲରା ଠାରୁ ଗୁଡିଖାଳ ଛକ ପର୍ଯ୍ୟନ୍ତ ରାଜପଥ ମରାମତି କାର୍ଯ୍ୟ ଯୋଗୁଁ ଗୋଟିଏ ରାସ୍ତା ବନ୍ଦ ରଖି ଗୋଟିଏ ରାସ୍ତାରେ ଉଭୟ ପଟୁ ଗାଡ଼ି ଚଳାଚଳ କରୁଛି ରାଜପଥ ବିଭାଗ। ତେବେ ସକାଳ ୬ଟା ସମୟରେ କଟକରୁ କଲିକତା ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ ନିଜର ଭାରସାମ୍ୟ ହରାଇ ସାମ୍ନାରୁ କଲିକତାରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ଟ୍ରକ ଓ ପିକ ଅପର ଦୁଇ ଡ୍ରାଇଭର ଗୁରୁତର ହୋଇଥିଲେ। ବସ୍ତା ପୁଲିସ ଏବଂ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଛନ୍ତି। ପୁଲିସ ଟ୍ରକ୍ ଓ ପିକ ଅପକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!