Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତିଲ ହେଲା ଏହି ସବୁ ଟ୍ରେନ୍

by ସଞ୍ଜୟ ସ୍ୱାଇଁ
September 28, 2021
in State
ବାତିଲ ହେଲା ଏହି ସବୁ ଟ୍ରେନ୍
174
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା । ବାତ୍ୟା ଗୁଲାବ ପ୍ରଭାବରେ କିଛି ଟ୍ରେନକୁ ବାତିଲ କରାଯାଇଛି । ସେହିପରି ଆଉ କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ । ବାଇତ ହୋଇଥିବା ଟ୍ରେନ ଗୁଡିକ ହେଲା – ୦୧୦୧୯ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ- ଭୁବନେଶ୍ବର ସ୍ପେଶାଲ୍ ଟ୍ରେନ ଆଜି ପାଇଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ବାତିଲ ହୋଇଛି । ସେହିପରି ୦୧୦୨୦ ଭୁବନେଶ୍ବର-ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍ ଆସନ୍ତା ୩୦ ତାରିଖରୁ ଭୁବନେଶ୍ବରରୁ ବାତିଲ ହେବ । ସେହିପରି କିଛି ଟ୍ରେନର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା – ୦୨୮୨୨ ଚେନ୍ନାଇ ସେଣ୍ଟ୍ରାଲ୍ – ହାୱଡା ସ୍ପେଶାଲ୍ ଟ୍ରେନ । ଏହା ପୂର୍ବ ନିର୍ଦ୍ଧାରିତ ୨୭ ସେପ୍ଟର ରାତି ୭ଟ ୧୫ ବଦଳରେ ୨୮ ତାରିଖରେ ଚେନ୍ନାଇ ସେଣ୍ଟ୍ରାଲ ଠାରୁ ଦ୍ବିପହର ସାଢ଼େ ୩ଟାରୁ ଛାଡିଛି । ୦୨୮୭୪ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ୨୮ ତାରିଖରେ ଯଶବନ୍ତପୁର ଠାରୁ ଦିନ ୧୦ଟା ୧୫ ବଦଳରେ ଦିନ ୩ଟାରେ ଛାଡିଛି । ୦୨୨୪୬ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ୨୮ ତାରିଖ ଦିନ ୧୧ଟା ବଦଳରେ ୨୯ ତାରିଖରେ ଯଶବନ୍ତପୁର ଠାରୁ ସକାଳ ୫ଟାରେ ଛାଡିବ । ୦୮୦୪୮ ଭାସ୍କୋଡାଗାମା – ହାୱଡା ସ୍ପେଶାଲ୍ ଟ୍ରେନ ୨୮ ତାରିଖରେ ଭାସ୍କୋଡାଗାମାରୁ ସକାଳ ସାଢ଼େ ୬ଟା ବଦଳରେ ରାତି ସାଢ଼େ ୮ଟାରେ ଛାଡିବ । ୦୨୮୭୪ ଯଶବନ୍ତପୁର – ହାୱଡା ସ୍ପେଶାଲ୍ ଟ୍ରେନ ୨୭ ତାରିଖ ବଦଳରେ ଆଜି ଯଶବନ୍ତପୁର ଠାରୁ ସକାଳ ୧୦ଟା ୧୫ରେ ଛାଡିଛି । ୦୮୪୬୪ ବେଙ୍ଗାଲୁରୁ – ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ବେଙ୍ଗାଲୁରୁରୁ ଆଜି ଦିନ ୧ଟା ୪୦ ବଦଳରେ ରାତି ସାଢ଼େ ୭ଟାରେ ଛାଡିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!