Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଲବାହୀ ଟ୍ରେନ୍ ଆମ୍ବୁଲାନ୍ସକୁ ଘୋଷାଡି ନେଲା

by ସଞ୍ଜୟ ସ୍ୱାଇଁ
March 10, 2025
in Accident, State
ମାଲବାହୀ ଟ୍ରେନ୍ ଆମ୍ବୁଲାନ୍ସକୁ ଘୋଷାଡି ନେଲା
35
VIEWS
Share on FacebookShare on Twitter

କଲ୍ୟାଣସିଂହପୁର, (ବାଘୁଆବାର୍ତ୍ତା): ରାୟଗଡାରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ଘୋଷାଡି ନେଲା ୧୦୦ରୁ ଅଧିକ ମିଟର। ଦୁର୍ଘଟଣାରେ ସୌଭାଗ୍ୟବଶତଃ ବର୍ତ୍ତିଗଲେ ଆମ୍ବୁଲାନ୍ସ ଚାଳକ ଓ ଆଶା ଦିଦିଙ୍କ ସହ ୮ ଜଣ ରୋଗୀ। ସୂଚନା ଅନୁସାରେ, ଆଜି କିଛି ରୋଗୀ ଆଖି ଅପରେସନ ପାଇଁ ଚିକିତ୍ସାଳୟକୁ ଅଣାଯାଉଥିଲା। ଏହି ସମୟରେ ଶିକରପାଇ ଓ ଭାଲୁମସ୍କା ଷ୍ଟେସନ ମଝିରେ ଥିବା ରେଳ ଲାଇନ ଦେଇ ଆମ୍ବୁଲାନ୍ସ ଆସୁଥିବା ବେଳେ ମାଲବାହୀ ଟ୍ରେନଟି ଧକ୍କା ଦେଇଥିଲା। ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବର୍ତ୍ତି ଯାଇଛି । ଏହି ସ୍ଥାନରେ ପ୍ରାୟ ୩ ଥର ଦୁର୍ଘଟଣା ଘଟିଲାଣି। ଏଠାରେ ଓଭରବ୍ରିଜ୍ କିମ୍ବା ଅଣ୍ଡରପାସ କରିବାକୁ ଦାବି ହେଉଥିଲେ ବି ସମସ୍ୟାର ହେଉନି ସମାଧାନ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!