Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଧାରାସ୍ତାରେ ଦୁଇଖଣ୍ଡ: ଏକ୍ସପ୍ରେସ୍ ଟ୍ରେନ୍

by ସଞ୍ଜୟ ସ୍ୱାଇଁ
April 3, 2021
in Accident, State
ଅଧାରାସ୍ତାରେ ଦୁଇଖଣ୍ଡ: ଏକ୍ସପ୍ରେସ୍ ଟ୍ରେନ୍
375
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚଳନ୍ତା ଟ୍ରେନରୁ ଦୁଇଖଣ୍ଡ ହେଲା ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରେନର ଗୋଟିଏ ଭାଗ ଟ୍ରାକରେ ଅଟକିଯାଇଥିବା ବେଳେ ଅନ୍ୟ ଏକ ଭାଗ ୧କିମି ଅତିକ୍ରମ କରି ଆଗକୁ ଚାଲିଯାଇଥିଲା । ଏଭଳି ଘଟଣାର ସମ୍ମୁଖୀନ ହୋଇଛି ସପ୍ତକ୍ରାନ୍ତି ଯାତ୍ରୀବାହୀ ଏକ୍ସପ୍ରେସ୍ ଟ୍ରେନ୍ । ଯାହାକି ଉତ୍ତରପ୍ରଦେଶ ଲକ୍ଷେ୍ନାର କାକୋରୀ ଷ୍ଟେସନରେ ଏଭଳି ଅଘଟଣ ଘଟିଛି । ସୂଚନାନୁସାରେ, ସପ୍ତକ୍ରାପ୍ତି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନର କପଲିଙ୍ଗ ଛିଡିବା ଯୋଗୁଁ ଟ୍ରେନଟି ଚଳନ୍ତା ଅବସ୍ଥାରେ ମଝିରୁ ଦୁଇଖଣ୍ଡ ହୋଇଯାଇଥିଲା । ଯାହାଫଳରେ ଟ୍ରେନର ଅଧା ସେଠାରେ ଅଟକି ଯାଇଥିବା ବେଳେ ଅନ୍ୟ ଭାଗ ୧କିମି ଆଗାକୁ ଚାଲିଯାଇଥିଲା । ଏହାକୁ ଦେଖି ଯାତ୍ରୀମାନେ ଭୟଭିତ ହୋଇପଡିଥିଲେ । ଚଳନ୍ତା ଟ୍ରେନରେ ହୋ ହାଲ୍ଲା କରିଥିଲେ । ପରେ ଟ୍ରେନ ଡ୍ରାଇଭର ଏନେଇ ରେଲୱେ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ଖବର ପାଇ କଣ୍ଟ୍ରୋଲ ରୁମ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଟ୍ରେନକୁ ଅଟକାଇଥିଲେ । ଏଭଳି ଘଟଣା ଘଟିଥିଲେ ମଧ୍ୟ କେହି ମୃତାହତ ହୋଇ ନଥିବା ଜଣାପଡିଛି । ପରେ ଟ୍ରେନକୁ ପୁଣି ପଛକୁ ଅଣାଯାଇଥିଲା ଓ ଅଲଗା ହୋଇଥିବା ବଗି ଗୁଡିକୁ ଯୋଡାଯାଇଥିଲା । ପରେ ସ୍ୱଭାବିକ୍ ହୋଇଥିଲା । ସାପ୍ତକ୍ରାପ୍ତି ଏକ୍ସପ୍ରେସ ଆନନ୍ଦ ବିହାରରୁ ମୁଜାଫରପୁରକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!