Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜନ୍ମ ଦିନ ନାଁରେ ବୁକ ହୋଇଥିଲା ହୋଟେଲ, ଚାଲିଥିଲା ଜୁଆ ଖେଳ

by ସଞ୍ଜୟ ସ୍ୱାଇଁ
December 13, 2024
in Crime, State
ଜନ୍ମ ଦିନ ନାଁରେ ବୁକ ହୋଇଥିଲା ହୋଟେଲ, ଚାଲିଥିଲା ଜୁଆ ଖେଳ
114
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ବରଗଡ଼ ପାଲଟିଲାଣି ଜୁଆଡ଼ିଙ୍କ ଅଡ୍ଡା l ବେଧଡ଼କ ଭାବେ ହୋଟେଲରେ ଚାଲିଛି ଜୁଆ ଖେଳ l ବରଗଡ଼ର ହୋଟେଲ ମଙ୍ଗଳମ ପ୍ୟାଲେସରେ ଛତିଶଗଡ ସାରଙ୍ଗଗଡ ଅଞ୍ଚଳର ୨୫ଜଣ ଜୁଆଡ଼ି ଜୁଆ ଖେଳୁଥିବା ବେଳେ ମାଡିବସିଥିଲା ପୋଲିସ l ହୋଟେଲ ମ୍ୟାନେଜର ସମତେ ୨୬ଜଣ ଗିରଫ ହୋଇଥିବା ବେଳେ ୫ଟି ଚାରି ଚକିଆ ଗାଡି, ୬ ଲକ୍ଷ ୪୦ ହଜାର ନଗଦ ଟଙ୍କା, ୨୪ଟି ମୋବାଇଲ ସହ ୬ ପ୍ୟାକେଟ୍‌ ତାସ୍‌ ଜବତ କରିଛି ପୋଲିସ । ଗୋଟିଏ ଜବତ କାରରେ କଂଗ୍ରେସର ଚିହ୍ନ ଥିବାବେଳେ ଅଧ୍ୟକ୍ଷ ଲେଖା ହୋଇଛି l ଏହାକୁ ନେଇ ତଦନ୍ତ କରୁଛି ପୋଲିସ l ବର୍ଥଡେ’ ପାର୍ଟି ପାଇଁ ୨ଟି ରୁମ୍ ବୁକ୍ କରାଯାଇଥିଲା ଆଉ ଭିତରେ ଚାଲିଥିଲା ଜୁଆ ଖେଳ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରଗଡ଼ SDPO l ତେବେ ବରଗଡ଼ ସହରରେ ଏଭଳି ବେଧଡକ ଜୁଆ ଖେଳ ଚାଲିଥିବା ବେଳେ ପୋଲିସର କାର୍ଯ୍ୟକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!