Thursday, June 19, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧ ଟନରୁ ଉର୍ଦ୍ଧ୍ବ କଇଁଛ ଜବତ, ୨ ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
September 30, 2024
in Crime, State
୧ ଟନରୁ ଉର୍ଦ୍ଧ୍ବ କଇଁଛ ଜବତ, ୨ ବନ୍ଧା ହେଲେ
34
VIEWS
Share on FacebookShare on Twitter

ଚିତ୍ରକୋଣ୍ଡା, (ବାଘୁଆବାର୍ତ୍ତା): କଇଁଛ ଚାଲାଣ ବେଳେ ମାଡି ବସିଲା ବନବିଭାଗ । ଚିତ୍ରକୋଣ୍ଡା ଓଡ଼ିଶା-ଆନ୍ଧ୍ର ସୀମାନ୍ତରୁ କଇଁଛ ଚୋରା ଚାଲାଣବେଳେ ମାଡ଼ି ବସିଛି ବନବିଭାଗ। ଆନ୍ଧ୍ରପ୍ରଦେଶର ନର୍ସିଂପାଟଣାରୁ ମାଲକାନଗିରି ଜିଲ୍ଲାର ଏମ.ଭି – ୭୯କୁ ହଉଥିଲା ଚୋରା ଚାଲାଣ। ଅଖା ବସ୍ତା ଭିତରେ ରଖି ୧ ଟନରୁ ଉର୍ଦ୍ଧ୍ବ କଇଁଛ ଚାଲାଣ କରା ଯାଉଥିଲା। ସମସ୍ତ କଇଁଛକୁ ଚିତ୍ରକୋଣ୍ଡା ବନବିଭାଗ ଅଧିକାରୀ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ।

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଘୁଞ୍ଚିଲା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

June 16, 2025
ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

ହତ୍ୟା ଘଟଣା, ବାପା ଓ ପୁଅ ସମେତ ୪ ଗିରଫ

June 16, 2025
କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

କଳା ବ୍ୟାଚ୍ ପିନ୍ଧିଲେ ବନ କର୍ମଚାରୀ

June 16, 2025
ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

ସାଇ ସମିତି ପକ୍ଷରୁ ରଜ ଉତ୍ସବ ପାଳନ

June 16, 2025
ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

June 16, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!