Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ସ୍ଥିତି ସମୀକ୍ଷା, ଆସନ୍ତାକାଲି ସବୁ ରାଜ୍ୟ ସହ ବୈଠକ

by ସଞ୍ଜୟ ସ୍ୱାଇଁ
May 27, 2025
in State
କରୋନା ସ୍ଥିତି ସମୀକ୍ଷା, ଆସନ୍ତାକାଲି ସବୁ ରାଜ୍ୟ ସହ ବୈଠକ
99
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଣି ଫେରିଛି କରୋନା । ଦିନକୁ ଦିନ ସଂକ୍ରମଣ ମାମଲା ବଢୁଛି । ଦେଶରେ ମୋଟ ଆକ୍ଟିଭ କେସ୍ ହଜାରେ ଟପିଛି । ଯାହା ଚିନ୍ତାର କାରଣ ହୋଇଛି । ରାଜ୍ୟରେ ଗୋଟିଏ ମାମଲା ଚିହ୍ନଟ ହୋଇଛି । ବଢୁଥିବା ସଂକ୍ରମଣକୁ ନେଇ ସତର୍କ ରହିଛି ସ୍ୱାସ୍ଥ୍ୟବିଭାଗ । ଆସନ୍ତାକାଲି (ବୁଧବାର) ଅପରାହ୍ଣ ୧୨ଟାରେ ସବୁ ରାଜ୍ୟ ସହ କୋଭିଡ୍ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ସେହିପରି ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ” ସ୍ଥିତି ନିୟନ୍ତ୍ରଣରେ ଅଛି । ଯେଉଁ ଦୁଇଟି ଭାରିଆଣ୍ଟ ନେଇ ସଂକ୍ରମଣ ବଢୁଛି ତାହା ଏତେ ମାରାତ୍ମକ ନୁହେଁ । ଓଡ଼ିଶାରେ ଗୋଟେ ହିଁ କେସ୍ ଚିହ୍ନଟ ହୋଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟ ଭଲ ଅଛି । ତାଙ୍କ ପରିବାରରେ କାହାର ଲକ୍ଷଣ ନାହିଁ । ଗାଇଡଲାଇନ୍ ପରିବର୍ତ୍ତନ ହୋଇଛି । ଲକ୍ଷଣ ନଥିଲେ, ପରିବାର ଲୋକଙ୍କ ଟେଷ୍ଟ ହେବନି । ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର, ICMR,WHO ସହ ସମ୍ପର୍କରେ ଅଛି । ବ୍ୟସ୍ତ ହେବାର ନାହିଁ । କେବଳ ସତର୍କ ରୁହନ୍ତୁ । ବର୍ତ୍ତମାନ ଦେଶରେ ୧୦୧୦ ସଂକ୍ରମଣ ମାମଲା ରହିଛି । ମହାରାଷ୍ଟ୍ର ଓ କେରଳରେ ସ୍ଥିତି ସଙ୍ଗୀନ ରହିଛି । ୧୫୪ ନୂଆ ମାମଲା ସହିତ ମହାରାଷ୍ଟ୍ରରେ ୨୧୦ କେସ୍ ରହିଛି । କେରଳରେ ୪୩୦ ସହ ୩୩୫ ନୂଆ କେସ୍ ରହିଛି ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!