Sunday, May 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

by ସଞ୍ଜୟ ସ୍ୱାଇଁ
May 23, 2025
in State
ଆଜି ବସିବ କଂଗ୍ରେସର ଜରୁରୀ ବୈଠକ
50
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜି ବସିବ କଂଗ୍ରେସର ଜରୁରୀ ବୈଠକ। ପିସିସି ସଭାପତି ଆଜି ଏହି ବୈଠକ ଡାକିଛନ୍ତି । ଓବିସି ସଂରକ୍ଷଣ ଦାବି ନେଇ ଦିବାରାତ୍ର ଧାରଣାରେ ବସିଛି କଂଗ୍ରେସ। ହେଲେ ଧାରଣାସ୍ଥଳରେ କୌଣସି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳୁନି। କେବଳ ପିସିସି ସଭାପତି ଭକ୍ତ ଦାସ, ସୁରେଶ କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଅମର ପ୍ରଧାନ, ରାମଚନ୍ଦ୍ର ଖୁଣ୍ଟିଆ ଓ ଶରତ ରାଉତଙ୍କ ଭଳି କିଛି ନେତାଙ୍କୁ ଛାଡି ଦେଲେ ଅନ୍ୟ କେହି ନଥିଲେ। ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ତାରା ବାହିନୀପତି, ନିରଂଜନ ପଟ୍ଟନାୟକ ଭଳି ନେତାମାନେ ବି ଅନୁପସ୍ଥିତ ଥିଲେ । ଏହାକୁ ନେଇ ଦଳ ଭିତରେ ଏବେ ପ୍ରବଳ ଘଣ୍ଟାଚକଟା ଆରମ୍ଭ ହୋଇଛି । ଏହି ଅନ୍ଦୋଳନରେ କେବଳ ଓବିସି ନେତାମାନେ ଯୋଗଦେବେ ବୋଲି ପିସିସି କହିଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ଅନ୍ୟ ନେତାମାନେ ଯୋଗଦେଇନଥିବା କୁହାଯାଉଛି। କିନ୍ତୁ ଓବିସି ସଂପର୍କରେ ବରାବର କହିଆସିଥିବା ଶ୍ରୀକାନ୍ତ ଜେନା ଧାରଣାସ୍ଥଳକୁ ନଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସର ରେ”ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

ସରସ୍ୱତି ଶିଶୁ ବିଦ୍ୟାମନ୍ଦିର ପରିସର ରେ”ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

May 10, 2026
ବାଲିଅନ୍ତାରେ ଯୁବକକୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣା:ଡିଜିପିଙ୍କୁ ମୁଖ୍ଯମନ୍ତ୍ରୀଙ୍କ କଡ଼ା ତାଗିଦ୍

ବାଲିଅନ୍ତାରେ ଯୁବକକୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣା:ଡିଜିପିଙ୍କୁ ମୁଖ୍ଯମନ୍ତ୍ରୀଙ୍କ କଡ଼ା ତାଗିଦ୍

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’: ମଣିଷ ଓ ପରିବେଶର ନିଚ୍ଛକ ଚିତ୍ର ପ୍ରଦର୍ଶିତ

May 10, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଖଣ୍ଡପଡାକୁ ହରାଇ ଶରଣକୁଳ ଚମ୍ପିଆନ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଖଣ୍ଡପଡାକୁ ହରାଇ ଶରଣକୁଳ ଚମ୍ପିଆନ୍

May 9, 2026
ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି

ବାଲ୍ୟ ବିବାହ ନିଷେଧ ସମ୍ବନ୍ଧୀୟ ସଚେତନତା ରାଲି

May 9, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!