Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘ-ମଣିଷ ଲଢେଇ; ବାଘ ମୃତ

by ସଞ୍ଜୟ ସ୍ୱାଇଁ
March 7, 2021
in Crime, NATIONAL NEWS
ବାଘ-ମଣିଷ ଲଢେଇ; ବାଘ ମୃତ
521
VIEWS
Share on FacebookShare on Twitter

ବାଙ୍ଗାଲୋର,(ବାଘୁଆବାର୍ତ୍ତା): ବାଘ-ମଣିଷ ଲଢେଇରେ ହାରମାନିଛି ଚିତାବାଘ । ପରିବାର ଲୋକକୁ ବଞ୍ଚାଇବାକୁ ଯାଇ ଚିତାବାଘ ସହିତ ଲଢେଇ କରିଛନ୍ତି ରାଜଗୋପାଳ ନାଏକ । ସୂଚନାନୁସାରେ, କର୍ଣ୍ଣାଟକର ଆରାସିକେ ତାଲୁକର ବନ୍ଦେକେରେର ବାସିନ୍ଦା ରାଜଗୋପାଳ ନାଏକ, ତାଙ୍କ ପତ୍ନୀ ଓ ଝିଅ ସହିତ ବାଇକରେ ବାଙ୍ଗାଲୋରରୁ ତାଙ୍କ ଘରକୁ ଫେରୁଥିଲେ । ତେବେ ରାସ୍ତା ଯାଉଥିବା ସମୟରେ ଏକ ନିଛାଟିଆ ରାସ୍ତା ଏକ ବସ୍ ଠିଆ ହୋଇଥିଲା । ରାଜଗୋପାଳ ବସ ଅତିକ୍ରମ କରି ଗଲା ବେଳକୁ ବସ ପଛପାଖେ ଥିବା ଚିତାବାଘ ହଠାତ୍ ଆକ୍ରମଣ କରିଥିଲା । ବାଇକ ଚଲାଉଥିବା ଗୋପାଳଙ୍କ ପରିବାର ଛିଟିକ୍ ପଡିଥିଲେ । ଚିତାବାଘର କରାଳ ରୂପ ଓ ଆକ୍ରମଣ କରିବାର ଢଙ୍ଗ ଦେଖି ରାଜେଗାପାଳ ଉପସ୍ଥିତ ବୁଦ୍ଧି ଖଟାଇ ସାହାସର ସହିତ ଚିତାବାଘ ସହିତ ଲଢେଇ କରିଥିଲେ । କିଛି ସମୟର ଲଢେଇ ପରେ ରାଜଗୋପାଳ ଚିତାବାଘର ବେକକୁ ଚିପି ଧରିଥିଲେ । ତେବେ ବାଘଟି ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ରାଜଗୋପାଳ ବେକୁ ଚିପି ଧରିଥିଲେ । ଶେଷରେ ଚିତାବାଘ ଓ ମଣିଷ ଲଢେଇରେ ଚିତାବାଘର ମୃତ୍ୟୁ ହୋଇଥିଲା । ବାଘଟି ପଡିଥିବା ବେଳେ ଲଢେଇ କରି ଆଘାତ ପାଇ ବାଘ ପାଖରେ ବସିଥିବା ରାଜଗୋପାଳଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!