Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬ବର୍ଷର ପୁଅ ଝାମ୍ପି ନେଲା ବାଘ

by ସଞ୍ଜୟ ସ୍ୱାଇଁ
October 12, 2021
in Breaking, State
୬ବର୍ଷର ପୁଅ ଝାମ୍ପି ନେଲା ବାଘ
543
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଦୁଃଖଦ ଘଟଣା । ବାପା-ମାଙ୍କ ଆଖି ଆଗରୁ ଝାମ୍ପି ନେଲା କଳାପତରିଆ ବାଘ । ଏପରି ହୃଦୟ ବିଦାରକ ଘଟଣା ଛତିଶଗଡ଼ ସିହାୱାରେ ଘଟିଛି। ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଏପରି ଘଟଣା ଘଟିଛି। ପୂରା ଘଟଣା ଏମିତି। ସୋମବାର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡିହି ଆଦିବାସୀ ସାହିର ନରେନ୍ଦ୍ର ଗଣ୍ଡଙ୍କ ପରିବାର ଛତିଶଗଡ଼ର ମାଆ ଶୀତଳା ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କ ମନ୍ଦିରକୁ ଯିବାକୁ ପାଇଁ ପୂରା ପରିବାର ସିହାୱା ପାହାଡ଼ ଚଢ଼ିଥିଲେ। ସନ୍ଧ୍ୟା ବେଳେ ମାଆଙ୍କୁ ଦର୍ଶନ କରି ଫେରୁଥିଲେ। ଆଗରେ ଚାଲୁଥିଲା ନରେନ୍ଦ୍ରଙ୍କ ୬ ବର୍ଷର ପୁଅ ଅବିନାଶ। ଆଉ ତା’ ପଛରେ ବାପା ନରେନ୍ଦ୍ର, ମାଆ ଓ ଜେଜେବାପା ସୋବାରାଓ ଗଣ୍ଡ ଚାଲି ଚାଲି ଯାଉଥିଲେ। ଠିକ୍ ଏହି ସମୟରେ ଗୋଟିଏ କଳାପତରିଆ ବାଘ ଅବିନାଶଙ୍କ ଉପରେ ଲମ୍ଫ ମାରିଲା। ଆଉ ବାପା-ମାଆ ଓ ଜେଜେଙ୍କ ଆଖି ଆଗରେ ଅବିନାଶକୁ ଝାମ୍ପି ନେଇଗଲା ବାଘ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!