ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଭୟଙ୍କର ଦୁର୍ଘଟଣା । ୩ ମୃତ, ୨ ଗୁରୁତର । ଦୁଇ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା । ବ୍ରହ୍ମପୁରର ମେଲଛାମୁଣ୍ଡା ଥାନା ଘେଁସଠାରେ ସଡକ ଦୁର୍ଘଟଣା ଘଟିଛି । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପିଟିଲା କାର୍ । ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା ।





