ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ପୁରୁଣାସହର ଜଣେ ପୁଲିସ କର୍ମଚାରୀଙ୍କ ଘରୁ ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ପୁରୁଣାସହର କିଛି ବ୍ୟକ୍ତି ଅଟକ ରଖିଛନ୍ତି । ଘଟଣାକୁ ନେଇ ଏକ ସନ୍ଦେହ ଜନକ ସ୍ଥିତି ଥିବାରୁ ପୁଲିସ ଅନୁସନ୍ଧାନ ଚଳାଇଥିବା ଜଣାଯାଇଛି ।






