Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୋମାରେ ଉଡାଇଦେବାକୁ ଆରବିଆଇ ଗଭର୍ଣ୍ଣରଙ୍କୁ ଧମକପୂର୍ଣ୍ଣ ଇମେଲ

by ସଞ୍ଜୟ ସ୍ୱାଇଁ
December 13, 2024
in NATIONAL NEWS
ବୋମାରେ ଉଡାଇଦେବାକୁ ଆରବିଆଇ ଗଭର୍ଣ୍ଣରଙ୍କୁ ଧମକପୂର୍ଣ୍ଣ ଇମେଲ
60
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଆରବିଆଇକୁ ବୋମା ଧମକ। ଇମେଲ ଜରିଆରେ ଆରବିଆଇ ଗଭର୍ଣ୍ଣରଙ୍କ ଇମେଲ-ଆଇଡିକୁ ରୁଷିଆନ ଭାଷାରେ ଏହି ଇମେଲ ଆସିଥିବା ସୂଚନା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ବିସ୍ଫୋରକରେ ଉଡ଼ାଇ ଦେବାକୁ ନେଇ ଏହି ଇମେଲରେ ଧମକ ଦିଆଯାଇଛି। ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍କୁଲ ଓ ବୀମା କମ୍ପାନୀକୁ ଧମକପୂର୍ଣ୍ଣ ମେଲ ଆସିଥିଲା । ଏବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଏହି ଧମକପୂର୍ଣ୍ଣ ମେଲ ଆସିଛି। ଆରବିଆଇ ଗଭର୍ଣ୍ଣରଙ୍କୁ ଆସିଥିବା ଧମକପୂର୍ଣ୍ଣ ମେଲ ପରେ ସତର୍କ ହୋଇଯାଇଛି ମୁମ୍ବାଇ ପୁଲିସ । ସେପଟେ ଦିଲ୍ଲୀର ୬ଟି ସ୍କୁଲରେ ବୋମା ଥିବା ନେଇ ଧମକ ଆସିଛି। ମେଲ୍‌ ଯୋଗେ ଅଜ୍ଞାତ ବ୍ୟକ୍ତି ବୋମା ଥିବା ନେଇ ଧମକ ଦେଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହୀନି ଓ ଦିଲ୍ଲୀ ପୁଲିସ। ଛାନଭିନ ଜାରି ରହିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!