Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଲ ଫେରିବେ ଠକ ଦମ୍ପତ୍ତି, ଠକେଇରେ ପୁଲିସ ଓ ବଡ଼ବଡ଼ିଆଙ୍କ ହାତ

by ସଞ୍ଜୟ ସ୍ୱାଇଁ
December 23, 2023
in Crime, State
ଜେଲ ଫେରିବେ ଠକ ଦମ୍ପତ୍ତି, ଠକେଇରେ ପୁଲିସ ଓ ବଡ଼ବଡ଼ିଆଙ୍କ ହାତ
150
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶେଷ ହେଲା ଠକ ଦମ୍ପତ୍ତିଙ୍କ ରିମାଣ୍ଡ ଅବଧି । ଅପରାହ୍ନରେ ଜେଲ ଫେରିବେ ଠକ ଅକ୍ଷୟ ଓ ତାଙ୍କ ପତ୍ନୀ ଉଷାରାଣୀ । ରିମାଣ୍ଡ ସମୟରେ ୨୦ କୋଟି ଟଙ୍କାର ଠକେଇ ହିସାବ ପାଇଛି ନୟାପଲି ଥାନା ପୋଲିସ । ଗିରଫ ପୂର୍ବରୁ ଅନେକ ତଥ୍ୟ ନଷ୍ଠ କରିଦେଇଛନ୍ତି ଅକ୍ଷୟ । ଜାଣେ ସମ୍ପର୍କୀୟଙ୍କ ଘରେ ଲୁଚେଇ ରଖୁଥିବା ଏକ କିଆ କାରକୁ ଜବତ କରିଛି ପୋଲିସ । ଅକ୍ଷୟଙ୍କ ଠକେଇ କାରବାରରେ ଅନେକ ପୋଲିସ ଓ ବଡ଼ବଡ଼ିଆଙ୍କ ହାତ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଯେଉଁମାନଙ୍କର ନାଁ ଏହି ଠକେଇରେ ସାମିଲ ଥିବ ସେମାନଙ୍କୁ ଡାକି ପଚରା ଉଚରା କରିବ କମିଶନରେଟ ପୋଲିସ । ସୂଚନା ଥାଉକି, ଡିସ୍‌କାଉଣ୍ଟରେ କାର୍ ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକିଥିଲେ ଏହି ଠକ ଦମ୍ପତ୍ତି । ଏମାନଙ୍କ ନାଁରେ ଆସିଥିଲା ସଂଗୀନ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖିଥିଲା ପୋଲିସ । ଅକ୍ଷୟ ଗୌଡ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଥିଲା ନୟାପଲ୍ଲୀ ପୋଲିସ । ରାଜଧାନୀରେ ଏକାଧିକ ପୋଲିସ ସମେତ ଶତାଧିକ ଲୋକଙ୍କୁ ମା’ ଖଣ୍ଡୁଆପାଟ ଅଟୋ ମୋବାଇଲ୍ସ ନାଁରେ ଚୂନ ଲଗାଇଥିଲେ ଦମ୍ପତ୍ତି । ଠକେଇ ଅଭିଯୋଗରେ ରାଜ୍ୟର ଏକାଧିକ ଥାନାରେ ମାମଲା ରୁଜୁ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!