Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡେବ୍ୟୁ ଟେଷ୍ଟ ; ରୁଟ ଆଉଟ

by ସଞ୍ଜୟ ସ୍ୱାଇଁ
February 14, 2021
in Feature News, Sports
ଡେବ୍ୟୁ ଟେଷ୍ଟ ; ରୁଟ ଆଉଟ
173
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଡେବ୍ୟୁ ଟେଷ୍ଟରେ ଧୁଅାଁଧାର ଇଂନିସ ଖେଳୁଥିବା ଇଂଲଣ୍ଡ ଅଧିନାୟକ ରୁଟ ଆଉଟ । ଅଧିନାୟକ ରୁଟ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ୧୨ ଟି ବଲର ସମ୍ମୁଖୀନ ହୋଇଥିବା ବେଳେ ସେଥିରୁ ୬ ରନ କରି ଅକ୍ଷର ପଟେଲଙ୍କ ବଲରେ ଅଶ୍ୱିନଙ୍କ ହାତକୁ କ୍ୟାଚ୍ ଦେଇ ପ୍ରାଭେଲିୟନ୍ ଫେରିଥିଲେ । ପ୍ରଥମ ଟେଷ୍ଟରେ ଲଗାତର ଦ୍ୱିଶତ ଲଗାଇ ଚର୍ଚ୍ଚା ରହି ଆସିଥିବା ଇଂଲଣ୍ଡ ଅଧିନାୟକ ରୁଟ ଆଜି ୧୨ ଟି ବଲ ଖେଲିବାରେ ସକ୍ଷମ ହୋଇଛନ୍ତି । ରୁଟ ଆଉଟ ହେବା ଅକ୍ଷର ପଟେଲଙ୍କୁ ବଡ଼ ସଫଳତା ମିଳିଥିବା ଜଣାପଡିଛି । ପ୍ରଥମ ଇଂନିସ ରୋହିତ ଶର୍ମା ଦମଦାର ଇଂନିସ ଖେଳି ବ୍ୟକ୍ତିଗତ ୧୬୧ ରନ ସଂଗ୍ରହ କରିଥିବା ବେଳେ, ଭାରତ ପ୍ରଥମ ଇଂନିସରେ ସମସ୍ତ ଓି୍ୱକେଟ ହରାଇ ୩୨୯ ରନ୍ କରିବା ସକ୍ଷମ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!