Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟେଷ୍ଟ୍ ଓ T20 ପାଇଁ ଭାରତୀୟ ଦଳ ଘୋଷଣା କଲା BCCI

by ସଞ୍ଜୟ ସ୍ୱାଇଁ
May 22, 2022
in NATIONAL NEWS, Sports
ଟେଷ୍ଟ୍ ଓ T20 ପାଇଁ ଭାରତୀୟ ଦଳ ଘୋଷଣା କଲା BCCI
226
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ BCCI ଘୋଷଣା କରିଛି ଟିମ୍ । ସିରିଜ ଲାଗି କେ.ଏଲ. ରାହୁଲଙ୍କୁ ଅଧିନାୟକ ଭାବେ ଚୟନ କରିଛି ବିସିସିଆଇ । ଦଳରେ ରହିଛନ୍ତି ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା , ଉମରାନ ମଲ୍ଲିକ, ଋତୁରାଜ ଗାଇକୱାଡ, ଇଶାନ କିସାନ, ଦିପକ ହୁଡା, ଭେଙ୍କଟଶ ଲୟର, କୁଲଦୀପ ଯାଦବ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ଆଭେଶ ଖାନ୍ ଏବଂ ଆର୍ଶଦୀପ ସିଂହ । ସେହିପରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ BCCI ଟିମ୍ ଘୋଷଣା କରିଛି । ଏହି ଦଳରେ ଚେତେଶ୍ୱର ପୂଜାରାଙ୍କୁ ସାମିଲ କରାଯାଇଛି । ଏହି ଟିମରେ ରୋହିତ ଶର୍ମା କ୍ୟାପଟେନ ଭାବେ ଦାୟିତ୍ୱ ନିଭାଇବାକୁ ରହିଥିହବାବେଳେ, କେଏଲ ରାହୁଲ ରହିଛନ୍ତି ଉପ ଅଧିନାୟକ । ସେହିପରି ଶୁଭମନ୍ ଗିଲ, ଭିରାଟ କୋହଲି, ଶ୍ରେୟାସ ଆୟର, ହନିମାନ ବିହାରୀ, ଚେତେଶ୍ୱର ପୂଜାରା , ରିଷଭ ପନ୍ଥ ମଧ୍ୟ ରହିଛନ୍ତି । ଅନ୍ୟପଟେ ଦଳରେ କେଏସ ଭାରତ, ଜାଡେଜା, ଆର ଅଷ୍ୱିନୀ, ସ୍ରାଦୁଳ ଠାକୁର, ମହମ୍ମଦ ସାମୀ, ବୁମରା, ସିରାଜ, ଉମେଶ ଯାଦବ ଏବଂ ରିଷିଦ୍ଧ କ୍ରିଷ୍ଣାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ପାଇଁ ଚୟନ କରିଛି ବିସିସିଆଇ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!