Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାଳୀର ଦୁଷ୍ଟାମିରେ ଭିଣୋଇ ଟେନସନ୍

by ସଞ୍ଜୟ ସ୍ୱାଇଁ
March 23, 2021
in Crime, State
ଶାଳୀର ଦୁଷ୍ଟାମିରେ ଭିଣୋଇ ଟେନସନ୍
1.2k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାଂଘାତିକ ହେଲା ଶାଳୀର ଦୁଷ୍ଟାମୀ । ସେଥିପାଇଁ ଭିଣୋଇ ଟେନସନରେ ପଡିଛନ୍ତି । ଯାହାଫଳରେ ଭିଣୋଇ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ବଅଁରପାଳ ଥାନା ଗୋତମରା ଗାଁରେ ଘର ରହିଛି । ଏଥିରୁ କିଛି ଘର ଭଡ଼ା ଲାଗିଥିବା ବେଳେ ଆଉଏକ ଘରେ ତାଙ୍କ ଶାଳୀ ରହୁଥିଲେ । ଶାଳୀଙ୍କର ନିଜସ୍ୱ ଘର ନଥିବା ବେଳେ ସେ ଏଠାରେ ରହୁଥିଲେ ଏବଂ ଭଡ଼ା ନେଇଥିବା ବ୍ୟକ୍ତିଙ୍କ ଠାରୁ ଘର ଭଡ଼ା ଆଦାୟ କରି ଭିଣୋଇଙ୍କୁ ଦେଉଥିଲେ । ୪ମାସର ଭର ଭଡ଼ା ଦେବା ପରେ ଆଉ ୩୭ମାସର ଭିଣୋଇ ଶାଳୀକୁ ମାଗିବାରୁ ଶାଳୀ ଦେଇନଥିଲେ । ବରଂ ଓଲଟା ୩୦ଲକ୍ଷ ନଦେଲେ ଅନ୍ୟ ଜଣେ ମହିଳାଙ୍କ ସହିତ ଭିଣୋଇଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ କରିଦେବି ବୋଲି ଧମକ୍ ଦେଇଥିଲେ । ଯାହାକି ଭିଣୋଇକୁ ଶାଳୀ ବ୍ଲାକ୍ ମେଲିଂ କରୁଥିଲେ । ତେବେ ଶାଳୀର ଏଭଳି ଦୁଷ୍ଟାମୀରେ ଭିଣୋଇ ଟେନସନ୍ ହୋଇ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!