Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି ଭାରତୀୟ ଭାରୋତ୍ତଳିକା ମୀରାବାଇ ଚାନୁ

by ସଞ୍ଜୟ ସ୍ୱାଇଁ
August 11, 2021
in NATIONAL NEWS, Sports
ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି ଭାରତୀୟ ଭାରୋତ୍ତଳିକା ମୀରାବାଇ ଚାନୁ
120
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କ୍ରିକେଟର ଭଗବାନ ତଥା କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି ଭାରତୀୟ ଭାରୋତ୍ତଳିକା ମୀରାବାଇ ଚାନୁ । ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ଚାନୁ ବୁଧବାର ସଚିନ ତେନ୍ଦୁଲକରଙ୍କୁ ମୁମ୍ବାଇରେ ଭେଟିଛନ୍ତି । ଚାନୁ ୪୯ କିଗ୍ରା ବର୍ଗରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଥର ପାଇଁ ପ୍ରଥମ ଦିନରେ ପଦକ ହାସଲର ଗୌରବ ହାସଲ କରିଥିଲା ଭାରତ । ଏହା ସହିତ ୨୧ ବର୍ଷ ପରେ ଭାରୋତ୍ତଳନରେ ଦ୍ୱିତୀୟ ପଦକ ହାସଲ କରିଥିଲେ । ପ୍ରଥମ ଦିନରେ ରୌପ୍ୟ ପଦକ ସହିତ ଇତିହାସ ରଚିଥିବା ଚାନୁଙ୍କ ପାଇଁ ପୁରସ୍କାରର ସୁଅ ଛୁଟିଥିଲା । ଏହା ସହିତ ବୁଧବାର ମୁମ୍ବାଇରେ ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି ମୀରାବାଇ ଚାନୁ । ଚାନୁ ସଚିନଙ୍କୁ ଭେଟିବା ପରେ ଟ୍ୱିଟ୍ କରି ସଚିନଙ୍କ ସହିତ ନିଜର ଫଟୋ ଶେୟାର କରିଛନ୍ତି । ସଚିନ ସାରଙ୍କୁ ଭେଟିବା ମୋତେ ବହୁତ ଖୁସି ଦେଇଛି । ସଚିନଙ୍କ ଶବ୍ଦ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ରହିବ ବୋଲି କହିଛନ୍ତି ଚାନୁ । ଏହାପରେ ଚାନୁଙ୍କ ଟ୍ୱିଟର ଜବାବ ଦେଇଥିଲେ ସଚିନ । ସଚିନ କହିଥିଲେ ଆପଣଙ୍କ ସହିତ ମିଶି ମୁଁ ମଧ୍ୟ ସମାନ ଭାବରେ ଗର୍ବିତ । ଟୋକିଓରେ ଆପଣଙ୍କ ଯାତ୍ରା ଏକାଧିକ ପିଢିଙ୍କୁ ଅନୁପ୍ରାଣିତ କରିବ ବୋଲି ସଚିନ ଲେଖିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!