Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଅକୁ ବଳି ପକାଇଲା ମାଆ

by ସଞ୍ଜୟ ସ୍ୱାଇଁ
April 16, 2021
in Crime, State
ଅନୈତିକ ସଂପର୍କ ମହଙ୍ଗା ପଡିଲା:ପୁଅ ପାଇଁ ମାଆକୁ ଛୁରା ମାଡ଼
239
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୟୂଟୁଭ୍ରେ ଅନ୍ଧ ହୋଇ ଅନ୍ଧ ବିଶ୍ୱାସକୁ ଜାବୁଡି ଧରି ନିଜ ହାତରେ ମାଆ ତା ଛୁଆକୁ ବଳି ପକାଇଥିବା ଅଭିଯୋଗ ହୋଇଛି । ଅନ୍ଦବିଶ୍ୱାସରେ ପିସାଚୀ ପାଲଟିଗଲା ଜନ୍ମିତ ମାଆ । ମାଆ ନିଜ ଛୁଆକୁ ବଳି ପକାଇବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଏଭଳି ଘଟଣା ଘଟିଛି ତେଲେଙ୍ଗାନା ସୂର୍ଯ୍େୟପଟା ଅଞ୍ଚଳରେ । ସୂଚନାନୁସାରେ, ବିଏସସି ଓ ବଇଡି କରିଥିବା ଜଣେ ମହିଳା ପୁଲିସ ଚାକିରୀ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଉକ୍ତ ମହିଳା ଜଣକ ୮ବର୍ଷ ତଳେ ବିବାହ କରିଥିଲେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଦେଖା ଦେବାରୁ ମହିଳା ଜଣକ ଏକୁଟିଆ ରହୁଥିଲେ । ଏହାରି ଭିତରେ ଆଉ ଜଣେ ପୁରୁଷ ସହିତ ଅନୈତିକ ସଂପର୍କ ଗଢି ଉଠିଥିଲା । ଏଥିରେ ତାଙ୍କର ଗୋଟିଏ ଝିଅ ଟିଏ ହୋଇଥିଲା । ମହିଳାଙ୍କର ଏ ସଂପର୍କକୁ ପରିବାର ଲୋକ ଗ୍ରହଣ କରିନଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲେ ଭାରତୀ । ମାନସିକ ଦୁଶ୍ଚିନ୍ତାରେ ରହୁଥିବା ଭାରତୀ ୟୁଟୁଭ୍ ରେ ଆଧ୍ୟାତ୍ମିକ ଦେଖିବାରେ ଲାଗିଥିଲେ । ଗୁରୁବାର ଦିନ ସ୍ୱାମୀ କାମକୁ ଗଲା ପରେ ଘରେ କେହି ନଥିବା ବେଳେ ଏକୁଟିଆ ଝିଅକୁ ପାଇ ଭଗବାନଙ୍କ ମୂର୍ତ୍ତି ସମ୍ମୁଖରେ ଝିଅର ବେକ କାଟି ଫିଙ୍ଗି ଦେଇଥିଲା । ପରିବାର ଲୋକ ଆସି ଯେତେ ବେଳେ ଝିଅ ଖୋଜିଲେ ସେତେ ବେଳେ ଝିଅର ସନ୍ଧାନ ମିଳିନଥିଲା । ବହୁ ଖୋଜାଖୋଜି କରିବା ପରେ ଝିଅର କଟା ମୁଣ୍ଡ ମିଳିଥିଲା । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି ମାଆକୁ ଗିରଫ କରିଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!