Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୩ ବର୍ଷୀୟ ଛାତ୍ରକୁ ବଳପୂର୍ବକ ବିବାହ କଲେ ଶିକ୍ଷୟିତ୍ରୀ !

by ସଞ୍ଜୟ ସ୍ୱାଇଁ
March 18, 2021
in Feature News
୧୩ ବର୍ଷୀୟ ଛାତ୍ରକୁ ବଳପୂର୍ବକ ବିବାହ କଲେ ଶିକ୍ଷୟିତ୍ରୀ !
974
VIEWS
Share on FacebookShare on Twitter

ଜଳନ୍ଧର,(ବାଘୁଆବାର୍ତ୍ତା):  ଜଳନ୍ଧରର ଏକ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ ଚାକିରି କରିଥୁବା ଜଣେ ମହିଳା ୧୩ ବର୍ଷୀୟ ଛାତ୍ର ସହିତ ବଳପୂର୍ବକ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁ୍ତାବକ, ଉକ୍ତ ଶିକ୍ଷୟତ୍ରୀଙ୍କ ବାହାଘରରେ ବହୁତ ବିଳମ୍ବ ହେଉଥିଲା । କେହି ଜଣେ ତାଙ୍କୁ କହିଥିଲେ କି ତୁମେ ଜଣେ ପିଲାକୁ ବିବାହ କରି ଦିଅ। ତା’ପରେ ତୁମର ଅନ୍ୟତ୍ର ବିବାହ ସ୍ଥିର ହୋଇଯିବ। ତେଣୁ ଶିକ୍ଷୟିତ୍ରୀ ଜଣକ ଯେଉଁ ଛାତ୍ରକୁ ଟ୍ୟୁସନ୍ କରୁଥିଲେ ତାକୁ ଲୋଭ ଦେଖାଇ ୬ ଦିନ ପର୍ଯ୍ୟନ୍ତ ନିଜ ଘରେ ବନ୍ଦୀ ରଖିଥିଲେ। ଛାତ୍ରର ଘର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ତେଣୁ ଶିକ୍ଷୟିତ୍ରୀ ଜଣକ ଛାତ୍ରକୁ ମାଗଣାରେ ପଢ଼ାଇବା ପାଇଁ ତାଙ୍କ ପରିବାରକୁ କହିଥିଲେ । ଛାତ୍ରର ପରିବାରଲୋକ ବି ଏଥିରେ ରାଜି ହୋଇଯାଇଥିଲେ । ଏପଟେ ଛାତ୍ରକୁ ପାଠପଢ଼ାଇବାର ବାହାନା କରି ୬ ଦିନ ଘରେ ବନ୍ଦୀ କରି ଶିକ୍ଷୟିତ୍ରୀ ବଳପୂର୍ବକ ବିବାହ କରିଥିଲେ। ଏହି ବିବାହ ପୁଣି ସମସ୍ତ ନୀତି ନିୟମ ସମ୍ପୂର୍ଣ୍ଣ କରାଯାଇଥିଲା । ଆଶ୍ଚର୍ଯ୍ୟର ବିଷୟ ହେଉଛି ବିବାହର ଚାରିଦିନ ଅର୍ଥାତ ଚଉଠି ଦିନ ଶିକ୍ଷୟିତ୍ରୀ ବିଧବା ହୋଇଥିଲେ। ମଥାରୁ ସିନ୍ଦୂର ଲିଭାଇ ହାତରୁ କାଚ ଭାଙ୍ଗି ଶିକ୍ଷୟିତ୍ରୀ ବିଧବା ହୋଇଥିଲେ। ଆଉ ଘରେ ଶୋକ ସଭା କରାଯାଇଥିଲା। ଏପରି କରିବା ଦ୍ବାରା ଶିକ୍ଷୟିତ୍ରୀଙ୍କୁ ବିବାହ ଖୁବଶୀଘ୍ର ହୋଇଯିିବ ବୋଲି କେହି ଜଣେ ତାଙ୍କୁ କହିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ କଥା ଯାଇ ଥାନାରେ ପହଞ୍ଚିଥିଲା। ଏଭଳି ବିବାହ କରିବା ଶିକ୍ଷୟିତ୍ରୀ ଓ ତାଙ୍କ ପରିବାରକୁ ମହଙ୍ଗା ପଡ଼ିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!