Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୮ଟି ପ୍ରଦେଶକୁ ଦଖଲକୁ ନେଲାଣି ତାଲିବାନ

by ସଞ୍ଜୟ ସ୍ୱାଇଁ
August 14, 2021
in Feature News
୧୮ଟି ପ୍ରଦେଶକୁ ଦଖଲକୁ ନେଲାଣି ତାଲିବାନ
154
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା):  ଆମେରିକା ସୈନ୍ୟ ଫେରାଇନେବା ପରେ ଏବେ ଏକାକୀ ତାଲିବାନ ସହ ଲଢ଼ୁଛନ୍ତି ଆଫଗାନ ସେନା।  ତାଲିବାନମାନେ ଆଫଗାନିସ୍ତାନର ଗୋଟେ ପରେ ଗୋଟେ ପ୍ରଦେଶ ନିଜ ଦଖଲକୁ ନେବାରେ ଲାଗିଛନ୍ତି। ୩୪ଟି ମଧ୍ୟରୁ ୧୮ଟି ପ୍ରଦେଶକୁ ନିଜ ଦଖଲକୁ ନେଇସାରିଛି ତାଲିବାନ। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲକୁ ନେବାକୁ ଆଉ ୯୦ଦିନ ସମୟ ଲାଗିବ ବୋଲି କୁହାଯାଉଥିବା ବେଳେ ଆଉ ମାତ୍ର ଗୋଟେ ଦିନ ମଧ୍ୟରେ ତାଲିବାନ ତାହା କରିଦେଖାଇବ ବୋଲି ‌ଜଣାପଡ଼ିଲାଣି। ତାଲିବାନ ଦଖଲକୁ ନେଇଥିବା ପ୍ରଦେଶଗୁଡ଼ିକ ହେଲା ଜାରଞ୍ଜ, ଶେବର୍ଗନ୍, ସର-ଇ-ପୁଲ୍, କୁଣ୍ଡୁଜ୍, ତାଲୁକାନ୍, ଆୟବାକ୍, ଫରାହ, ପୁଲ-ଇ-ଖୁମ୍ରି, ଫୈଜାବାଦ, ଗଜନୀ, ‌ହୈରାତ୍, କାନ୍ଦାହାର, ଲସ୍କର ଗାହ, କାଲା-ଇ ନାୱ, ଫେରୁଜ୍ କୋହ, ପୁଲ-ଇ ଆଲାମ, ଟେରାକୋଟ, କାଲାଟ  |

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!